ଆନ୍ଦୋଳନରତ ଜୁନିଅର ଡାକ୍ତରଙ୍କୁ ସାଇଡ୍‌ କଲେ ସରକାର: କାର୍ଯ୍ୟରେ ଯୋଗଦେଲେ ନୂଆ ଡାକ୍ତର

ଭୁବନେଶ୍ୱର: ବୁର୍ଲା ଭିମ୍‌ସାର୍‌ର ଅଚଳାବସ୍ଥା ଜାରି ରହିଛି। ବାହାରି ପାରୁନି ସମାଧାନର ରାସ୍ତା। ଜିଦ୍‌ରେ ଅଡି ବସିଛନ୍ତି ଡାକ୍ତରୀ  ଛାତ୍ର। ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ପଦରୁ ହଟାଇବାକୁ ଦାବିରେ ଚାରି ଦିନ ହେଲା ଆନ୍ଦୋଳନ ଚାଲିଛି। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ପିଜି ଛାତ୍ରଛାତ୍ରୀମାନେ ସମର୍ଥନ କରିଥିବା ବେଳେ ଏମ୍‌ବିବିଏସ୍ ପିଲାମାନେ ଆଜି ଶ୍ରେଣୀ ବର୍ଜନ କରି କଲେଜ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ଏପରିକି ନିର୍ଦ୍ଦେଶକଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଆଜି ଅଧିକ ବଳ […]

burla medical

burla medical

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 08:01 PM IST

Sports

Latest News

ଭୁବନେଶ୍ୱର: ବୁର୍ଲା ଭିମ୍‌ସାର୍‌ର ଅଚଳାବସ୍ଥା ଜାରି ରହିଛି। ବାହାରି ପାରୁନି ସମାଧାନର ରାସ୍ତା। ଜିଦ୍‌ରେ ଅଡି ବସିଛନ୍ତି ଡାକ୍ତରୀ  ଛାତ୍ର। ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ପଦରୁ ହଟାଇବାକୁ ଦାବିରେ ଚାରି ଦିନ ହେଲା ଆନ୍ଦୋଳନ ଚାଲିଛି। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ପିଜି ଛାତ୍ରଛାତ୍ରୀମାନେ ସମର୍ଥନ କରିଥିବା ବେଳେ ଏମ୍‌ବିବିଏସ୍ ପିଲାମାନେ ଆଜି ଶ୍ରେଣୀ ବର୍ଜନ କରି କଲେଜ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ଏପରିକି ନିର୍ଦ୍ଦେଶକଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଆଜି ଅଧିକ ବଳ ଦେଇଛି ଓମ୍‌ସା ଡାକ୍ତରୀ ଛାତ୍ରଛାତ୍ରୀ। ବିବାଦର ସମାଧାନ ପାଇଁ ଦାବି କରିଛି ସଂଗଠନ।

ଏପଟେ ସମାନ୍ତରାଳ ଭାବେ ଡାକ୍ତରୀ ଛାତ୍ରଙ୍କ ଆଭିମୁଖ୍ୟ ବିରୋଧୀରେ ଜନମତ ମଧ୍ୟ ତେଜିବାରେ ଲାଗିଛି। ପିଜି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସମ୍ବଲପୁର ନେଲସନ୍‌ ମାଣ୍ଡେଲା ଛକରେ ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା। ଏଥିରେ ସମ୍ବଲପୁର ସମେତ ବରଗଡ଼, ଝାରସୁଗୁଡ଼ା ଜିଲ୍ଲାର ଏକାଧିକ ସଂଗଠନର ପ୍ରତିନିଧି ସାମିଲ ହୋଇ ପିଜି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେହିପରି ବରଗଡ଼ ଅତାବିରା ସହରରେ ଭିମ୍‌ସାର୍‌ର ନିର୍ଦ୍ଦେଶକଙ୍କ ସପକ୍ଷରେ ଓ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ରାଜରାସ୍ତାରେ ଜନତା ୬ ଘଣ୍ଟା ପାଇଁ ସହରରେ ବନ୍ଦ ପାଳନ କରିଥିଲେ।

ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ପ୍ରଫୁଲ୍ଲ ହୋତା କହିଛନ୍ତି-“ଡାକ୍ତର ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି, କିଛି ଲାଭ ହେବନାହିଁ। ଯଦି ନିର୍ଦ୍ଦେଶକଙ୍କୁ ବହିଷ୍କାର କରାଯାଏ ତାହାହେଲେ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ତୀବ୍ରତର ହେବ।”

ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ଓ ଧାରଣା ଭିତରେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ନୂଆ ଡାକ୍ତର। ଚିକିତ୍ସା ସେବା ପ୍ରଭାବିତ ହେବା ଆଶଙ୍କା କରି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story