ଶିଶୁଦିବସ ଉତ୍ସବ ଛାଡି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

malkangiri

ମାଲକାନଗିରି (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶିଶୁ ଦିବସ ଧୁମଧାମରେ ପାଳନ କରାଯାଉଛି। ହେଲେ ଏହି ଅବସରରେ ଶିଶୁଦିବସ ପାଳନ ଛାଡି ମାଲକାନଗିରି ଜିଲ୍ଲା ଆମ୍ବିକିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସ୍କୁଲର ଭିତ୍ତିଭୂମି ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ ଯୋଗୁଁ ଗୋବିନ୍ଦପାଲ୍ଲୀ-ବାଲିମେଳାକୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

Previous ArticleNext Article

Send this to a friend