ଜୟଦେବ ବାଟିକା କାହାଣୀରେ ଟ୍ୱିଷ୍ଟ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ଅପରାହ୍ନରେ ଖଣ୍ଡଗିରିସ୍ଥିତ ଜୟଦେବ ବାଟିକାରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ତଥ୍ୟ ଅନୁଯାୟୀ ମୃତ ଯୁବକ ଶଶିକାନ୍ତ ଯେଉଁ ବ୍ୟାଙ୍କରେ ଚାକିରି କରୁଥିଲେ ସେହି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ହେଲେ ଶଶିକାନ୍ତ ବିବାହିତ ହୋଇଥିବାରୁ ଦୁହିଁଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲେ ଶଶିକାନ୍ତଙ୍କ ପତ୍ନୀ। ଏହି ଘଟଣା ଜାଣିଯିବା ପରେ ଶଶିକାନ୍ତ ମନସ୍ତାପରେ ଥିଲେ। ଶଶିକାନ୍ତ […]

suicide1

suicide1

Rakesh Mallick
  • Published: Monday, 02 April 2018
  • Updated: 02 April 2018, 11:23 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ଅପରାହ୍ନରେ ଖଣ୍ଡଗିରିସ୍ଥିତ ଜୟଦେବ ବାଟିକାରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ତଥ୍ୟ ଅନୁଯାୟୀ ମୃତ ଯୁବକ ଶଶିକାନ୍ତ ଯେଉଁ ବ୍ୟାଙ୍କରେ ଚାକିରି କରୁଥିଲେ ସେହି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ହେଲେ ଶଶିକାନ୍ତ ବିବାହିତ ହୋଇଥିବାରୁ ଦୁହିଁଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲେ ଶଶିକାନ୍ତଙ୍କ ପତ୍ନୀ। ଏହି ଘଟଣା ଜାଣିଯିବା ପରେ ଶଶିକାନ୍ତ ମନସ୍ତାପରେ ଥିଲେ।

ଶଶିକାନ୍ତ ଓ ତାଙ୍କ ପ୍ରେମିକା ଆଜି ଜୟଦେବ ବାଟିକା ଆସିଥିବା ବେଳେ ଏହି କଥାକୁ ନେଇ ମତାନ୍ତର ହୋଇଥିଲା। ଏହି ସମୟରେ ହଠାତ୍‌ ଶଶିକାନ୍ତ ମାନସିକ ଭାରସାମ୍ୟ ହରାଇ ପ୍ରେମିକାଙ୍କ ଓଢଣୀ ଛଡାଇ ଆଣି ଆତ୍ମହତ୍ୟା କରିଥିବା କୁହାଯାଉଛି। ଏପରିକି ପ୍ରେମିକା ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ପ୍ରତ୍ୟକ୍ଷଦର୍ଶି କହିଛନ୍ତି।

ଜୟଦେବ ବାଟିକାରେ ପ୍ରେମିକକୁ ସୁଇସାଇଡ୍‌ ଟିପ୍ସ ଦେଇ ଥାନାରେ ପ୍ରେମିକା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos