ସମ୍‌ ଅଗ୍ନିକାଣ୍ଡ ମାମଲା: ଶେଷ ଦିନରେ ସାକ୍ଷୀ ଦେବାକୁ ପହଞ୍ଚିଲେ ୩

ଭୁବନେଶ୍ୱର: ସମ୍‌ ହସପିଟାଲ ମାମଲାରେ କେନ୍ଦ୍ରାଞ୍ଚଳ ଆରଡିସି ଏ.ବି. ଓତାଙ୍କ ନିକଟରେ ଆଜି ସାକ୍ଷ୍ୟ ଗ୍ରହଣର ଶେଷ ଦିନ। ଶେଷ ଦିନରେ ୩ଜଣ ମହିଳା ସାକ୍ଷୀ ଦେବାକୁ ପହଞ୍ଚିଛନ୍ତି। ଆଜି  ସାକ୍ଷ୍ୟ ଗ୍ରହଣ ପାଇଁ ୨୦ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ପୂର୍ବରୁ ଆରଡିସିଙ୍କ ନିକଟରେ ଡିଏମଇଟି ଓ ସିଡିଏମଓ ପ୍ରମୁଖ ହାଜର ହୋଇ ସାକ୍ଷ୍ୟ ପ୍ରଧାନ କରିସାରିଛନ୍ତି। ସମ୍‌ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ। ସତ୍ୟପାଠ […]

sum6

sum6

Rakesh Mallick
  • Published: Tuesday, 06 December 2016
  • Updated: 06 December 2016, 11:01 PM IST

ଭୁବନେଶ୍ୱର: ସମ୍‌ ହସପିଟାଲ ମାମଲାରେ କେନ୍ଦ୍ରାଞ୍ଚଳ ଆରଡିସି ଏ.ବି. ଓତାଙ୍କ ନିକଟରେ ଆଜି ସାକ୍ଷ୍ୟ ଗ୍ରହଣର ଶେଷ ଦିନ। ଶେଷ ଦିନରେ ୩ଜଣ ମହିଳା ସାକ୍ଷୀ ଦେବାକୁ ପହଞ୍ଚିଛନ୍ତି। ଆଜି  ସାକ୍ଷ୍ୟ ଗ୍ରହଣ ପାଇଁ ୨୦ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ପୂର୍ବରୁ ଆରଡିସିଙ୍କ ନିକଟରେ ଡିଏମଇଟି ଓ ସିଡିଏମଓ ପ୍ରମୁଖ ହାଜର ହୋଇ ସାକ୍ଷ୍ୟ ପ୍ରଧାନ କରିସାରିଛନ୍ତି।

ସମ୍‌ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ। ସତ୍ୟପାଠ ଆହ୍ୱାନର ଶେଷ ତାରିଖ ସୁଦ୍ଧା ମୋଟ ୩୯୩ଟି ଆବେଦନ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୬୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଲାଗି ନୋଟିସ୍‌ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story