ସୁନ୍ଦରଗଡ଼ ବିଧାୟକଙ୍କ ଜାଲ୍ ଜାତିଗତ ପ୍ରମାଣପତ୍ର ମାମଲାର ତଦନ୍ତ କରିବେ ଏସପି

ସୁନ୍ଦରଗଡ: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ବିରୋଧରେ ଆସିଥିବା ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗର ତଦନ୍ତ ସୁନ୍ଦରଗଡ଼ ଏସପି କରିବେ । ଶୁକ୍ରବାର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୬ ସପ୍ତାହ ଭିତରେ ତଦନ୍ତ ସାରି ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। ସୁନ୍ଦରଗଡ଼ ପରାଜିତ ପ୍ରାର୍ଥୀ କୁସୁମ ଟେଟେ, ଯୋଗେଶଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ଯେ, ଯୋଗେଶ ଖଣ୍ଡାୟତ ଭୂୟାଁ ଜାତିର ହୋଇଥିଲେ ବି ଜାଲ୍ ଜାତି ପ୍ରମାଣପତ୍ର […]

High Court

High Court

Rakesh Mallick
  • Published: Friday, 24 July 2015
  • Updated: 24 July 2015, 02:27 PM IST

ସୁନ୍ଦରଗଡ: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ବିରୋଧରେ ଆସିଥିବା ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗର ତଦନ୍ତ ସୁନ୍ଦରଗଡ଼ ଏସପି କରିବେ । ଶୁକ୍ରବାର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୬ ସପ୍ତାହ ଭିତରେ ତଦନ୍ତ ସାରି ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। ସୁନ୍ଦରଗଡ଼ ପରାଜିତ ପ୍ରାର୍ଥୀ କୁସୁମ ଟେଟେ, ଯୋଗେଶଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ଯେ, ଯୋଗେଶ ଖଣ୍ଡାୟତ ଭୂୟାଁ ଜାତିର ହୋଇଥିଲେ ବି ଜାଲ୍ ଜାତି ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ିଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ହାଇକୋର୍ଟରେ ମାମଲା ଦାଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story