ସୁନ୍ଦରଗଡରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ

ରାଉରକେଲା: ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଗତ ୩ଦିନ ହେଲା ବିପର୍ଯ୍ୟସ୍ତ ହୋଇପଡିଛି। ଦିନକୁ ଦିନ ବଢିଚାଲିଛି ଅପରାଧ। ରବିବାର ଦିନ ଦୁଇଟି ଗଣଧର୍ଷଣ ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି। ଏହି ଦୁଇଟି ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସୋମବାର ଦିନ ଜିଲ୍ଲାରେ ୪ଟି ହତ୍ୟାକାଣ୍ଡ ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣଦୁଷ୍କର୍ମ ଘଟଣାରେ ସମସ୍ତେ […]

rkl loot

rkl loot

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 01:38 PM IST

ରାଉରକେଲା: ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଗତ ୩ଦିନ ହେଲା ବିପର୍ଯ୍ୟସ୍ତ ହୋଇପଡିଛି। ଦିନକୁ ଦିନ ବଢିଚାଲିଛି ଅପରାଧ। ରବିବାର ଦିନ ଦୁଇଟି ଗଣଧର୍ଷଣ ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି। ଏହି ଦୁଇଟି ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସୋମବାର ଦିନ ଜିଲ୍ଲାରେ ୪ଟି ହତ୍ୟାକାଣ୍ଡ ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣଦୁଷ୍କର୍ମ ଘଟଣାରେ ସମସ୍ତେ ଗିରଫ ହୋଇଥିବାବେଳେ ହନୁମାନ ବାଟିକା ନିକଟରେ ହୋଇଥିବା ଡବଲ ମର୍ଡର ଘଟଣାରେ କେହି ଗିରଫ ହୋଇନାହାନ୍ତି। ମୃତକ ମହିଳା ଏବଂ ତାଙ୍କ ଫେରାର ସ୍ୱାମୀଙ୍କୁ ଚିହ୍ନଟ ମଧ୍ୟ ହୋଇପାରିନାହିଁ। ସୋମବାର ଅପରାହ୍ନରେ ବ୍ୟବସାୟୀ ସୀତାରାମଙ୍କୁ ହତ୍ୟା ଏବଂ ସୁନ୍ଦରଗଡ଼ ଜିଲ୍ଲା ବଡଗାଁରେ ଅଞ୍ଜନ ଦାସଙ୍କୁ ଗୁଳିକରି ହତ୍ୟା ଘଟଣାରେ ମଧ୍ୟ କେହି ଗିରଫ ହୋଇନାହାନ୍ତି। ଗତକାଲି ରାତିରେ ଏହି ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡର କାରଣ ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ଡଗ ସ୍ୱାର୍ଡ ସହ ବଡଗାଁ ପୋଲିସ ପହଞ୍ଚି ତଦନ୍ତ ଚାଲୁ ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ବରୁ ଅଞ୍ଜନଙ୍କ ନାଁରେ ବଡ଼ଗାଁ ଥାନା ସମେତ ଝାରସୁଗୁଡ଼ା ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି।

ଅନ୍ୟପକ୍ଷରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗକରି ଯୁବ କଂଗ୍ରେସ ପକ୍ଷରୁ ରାଉରକେଲା ଏସପିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଜିଲ୍ଲାରେ ବଢୁଥିବା ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story