ଜିଲ୍ଲା ସଭାପତି ନାମ ଘୋଷଣା ପରେ କଂଗ୍ରେସରେ କେଁ ଆରମ୍ଭ: ସୁର ରାଉତରାୟ କହିଲେ ଏମିତି କଥା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସ ତାର ୨୨ଟି ସାଂଗଠନିକ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତ କରିଛି। ୧୧ଟି ସାଂଗଠନିକ ଜିଲ୍ଲା ପୂର୍ବତନ ସଭାପତିମାନେ ପଦବୀ ବଜାୟ ରଖିଛନ୍ତି। ତେବେ ଏହା ପରେ ଦଳରେ କେଁ ଦେଖାଯାଇଛି। ପିସିସି ସଭାପତିଙ୍କ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟକୁ ନେଇ ଅସନ୍ତୋଷ ଦେଖାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ ରାଉତରାୟ ଖୋଲାଖୋଲି ଏହାକୁ ବିରୋଧ କରିଛନ୍ତି ଓ ଏହାକୁ ମାନିବେନି ବୋଲି କହିଛନ୍ତି।
ସେ କହିଛନ୍ତି,“ଆମକୁ ଯଦି କୁହାଯିବ ତୁମେ ସଭାପତି ହୋଇଛ ତୁମକୁ ଟିକେଟ୍ ମିଳିବନି ତା’ହେଲେ ମୁଁ ମାନିବାକୁ ପ୍ରସ୍ତୁତ ନୁହଁ। ସେମିତି ହେଲେ ତ ନିଜେ ନିରଞ୍ଜନ ପଟ୍ଟନାୟକ ଟିକେଟ୍ ପାଇବେ ନାହିଁ। ଚିରଞ୍ଜିବ ବିଶ୍ୱାଳ, ନବ ଦାସ, ଭକ୍ତ ଦାସ ଓ ପ୍ରଦୀପ ମାଝୀ ଟିକେଟ୍ ପାଇବେ ନାହିଁ। ତେଣୁ ସେ କଥା (ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ୍) ଠିକ୍ ନୁହେଁ।”
ସୁର ରାଉତରାୟ କହିଛନ୍ତି,“ଆମ ଭଳିଆ ଯେଉଁମାନେ ଫିଲ୍ଡରେ କାମ କରୁଛନ୍ତି, ଲୋକଙ୍କ ସାଥୀରେ ଅଛନ୍ତି, ସେମାନଙ୍କୁ ଲଢ଼ିବାକୁ ଟିକେଟ୍ ଦିଅ। ଆମେ ଲୋକଙ୍କ ଧରି ଲୋକଙ୍କ ସେବା କରୁଛୁ।”
ସେ କହିଛନ୍ତି,“ଯଦି କଂଗ୍ରେସ ମୋତେ ଟିକେଟ୍ ନଦେବ ମୁଁ ଠିଆ ହେବିନି। କାରଣ ମୋତେ ବହୁ ଦିନରୁ ନବୀନ ବାବୁ ଟିକେଟ୍ ଯାଚି ଥିଲେ। ବିଜେପି ବି ଯାଚିଛି। ମୁଁ ମରିବି ପଛେ ଆଉ କୌଣସି ଦଳକୁ ଯିବିନି। ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ କଂଗ୍ରେସରେ ରହିବି।”
Ordigital Desk
• Published: Sunday, 10 June 2018
• Updated: 10 June 2018, 02:16 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos