ଝାରପଡ଼ା ଜେଲରେ ରହିବେ ନାହିଁ ସୁଶାନ୍ତ ଧଳସାମନ୍ତ; କେଉଁଠିକୁ ଯିବେ ପଢ଼ନ୍ତୁ

<p>ଭୁବନେଶର(ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବେ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳସାମନ୍ତ।&nbsp; କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ&nbsp;ତାଙ୍କର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ତାଙ୍କୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି କମିଶନରେଟ୍ ପୋଲିସ। ଏ ନେଇ କମିଶନରେଟ୍&nbsp; ପୋଲିସ ପକ୍ଷରୁ ଗତକାଲି କଟକ ସ୍ଥିତ ଜେଏମ୍&zwnj;ଏଫ୍&zwnj;ସି ରୁରାଲ କୋର୍ଟରେ ଆବେଦନ କରାଯାଇଛି।</p> <p>କଟକ ବିଜନ ପାଲ ହତ୍ୟା ଉଦ୍ୟମ ଘଟଣାରେ ସୁଶାନ୍ତର ସଂପୃକ୍ତି ଥିବା ପୋଲିସ ଜାଣିବା ପରେ ଏବେ ତାଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ କରିଛି। ସୁଶାନ୍ତକୁ କଟକ ଭୁବନେଶ୍ୱରଠାରୁ କୌଣସି ଦୂର ସ୍ଥାନ କିମ୍ବା ବଲାଙ୍ଗିର ସ୍ଥାନାନ୍ତର କରିବାକୁ ପୋଲିସ ଯୋଜନା କରୁଛି।</p>

Ordigital Desk
  • Published: Wednesday, 21 March 2018
  • Updated: 21 March 2018, 12:15 PM IST
<p>ଭୁବନେଶର(ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବେ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳସାମନ୍ତ।&nbsp; କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ&nbsp;ତାଙ୍କର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ତାଙ୍କୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି କମିଶନରେଟ୍ ପୋଲିସ। ଏ ନେଇ କମିଶନରେଟ୍&nbsp; ପୋଲିସ ପକ୍ଷରୁ ଗତକାଲି କଟକ ସ୍ଥିତ ଜେଏମ୍&zwnj;ଏଫ୍&zwnj;ସି ରୁରାଲ କୋର୍ଟରେ ଆବେଦନ କରାଯାଇଛି।</p><p>କଟକ ବିଜନ ପାଲ ହତ୍ୟା ଉଦ୍ୟମ ଘଟଣାରେ ସୁଶାନ୍ତର ସଂପୃକ୍ତି ଥିବା ପୋଲିସ ଜାଣିବା ପରେ ଏବେ ତାଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ କରିଛି। ସୁଶାନ୍ତକୁ କଟକ ଭୁବନେଶ୍ୱରଠାରୁ କୌଣସି ଦୂର ସ୍ଥାନ କିମ୍ବା ବଲାଙ୍ଗିର ସ୍ଥାନାନ୍ତର କରିବାକୁ ପୋଲିସ ଯୋଜନା କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos