ସ୍ୱଳ୍ପ ବୃଷ୍ଟିକୁ ଦୃଷ୍ଟିରେ ରଖି ଆପାତକାଳୀନ ଯୋଜନାର ସମୀକ୍ଷା କଲେ ସରକାର  

ଭୁବନେଶ୍ୱର: ସ୍ୱଳ୍ପବୃଷ୍ଟିକୁ ଦୃଷ୍ଟିରେ ରଖି ଆପାତକାଳୀନ ଯୋଜନାର ସମୀକ୍ଷା କରିଛନ୍ତି ସରକାର। ସଚିବାଳୟରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆପତକାଳୀନ ଯୋଜନାର ସମୀକ୍ଷା କରାଯାଇଥିଲା। ଚଳିତବର୍ଷ ଏପର୍ଯ୍ୟନ୍ତ ୧୫ଟି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି। ତେବେ ଗତ ଜୁନ୍ ମାସରୁ ଜୁଲାଇ ୧୩ଯାଏଁ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଭଳି ୪ଟି ଜିଲ୍ଲାରେ ଆବଶ୍ୟକତାଠାରୁ ଅତି କମ୍ ବର୍ଷା ଏବଂ ଢେଙ୍କ।ନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବାରୁ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ […]

samikhyabaithaka

samikhyabaithaka

Rakesh Mallick
  • Published: Monday, 13 July 2015
  • Updated: 13 July 2015, 11:26 AM IST

ଭୁବନେଶ୍ୱର: ସ୍ୱଳ୍ପବୃଷ୍ଟିକୁ ଦୃଷ୍ଟିରେ ରଖି ଆପାତକାଳୀନ ଯୋଜନାର ସମୀକ୍ଷା କରିଛନ୍ତି ସରକାର। ସଚିବାଳୟରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆପତକାଳୀନ ଯୋଜନାର ସମୀକ୍ଷା କରାଯାଇଥିଲା। ଚଳିତବର୍ଷ ଏପର୍ଯ୍ୟନ୍ତ ୧୫ଟି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି। ତେବେ ଗତ ଜୁନ୍ ମାସରୁ ଜୁଲାଇ ୧୩ଯାଏଁ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଭଳି ୪ଟି ଜିଲ୍ଲାରେ ଆବଶ୍ୟକତାଠାରୁ ଅତି କମ୍ ବର୍ଷା ଏବଂ ଢେଙ୍କ।ନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବାରୁ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଆଲୋଚନା ହୋଇଥିଲା।

ଚଳିତ ବର୍ଷ ୨୦ ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଚାଷ ହୋଇଛି। ଚଳିତବର୍ଷ ଚାଷୀଙ୍କୁ ୬ ଲକ୍ଷ ୭ହଜାର ଟନ୍ ଧାନ ବିହନ ଯୋଗାଣ ହୋଇଛି। ସେହିପରି ୬ଲକ୍ଷ ୧୨ ହଜାର ଧାନ ଏବଂ ଅନ୍ୟାନ୍ୟ ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା କୃଷି ସଚିବ କହିଛନ୍ତି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସାର ଯୋଗାଣ ପରିମାଣ ମଧ୍ୟ ଅଧିକ ରହିଛି। ସାର ଯୋଗାଣ ନେଇ ପ୍ୟାକସ୍ ମାର୍କଫେଡ୍ ସହ ଆଲୋଚନା ହୋଇଛି। କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ୪ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ। ଏକ ମାସ ମଧ୍ୟରେ ୧୩ ହଜାର ଗଭୀର ନଳକୂପ ଖନନ କାମ ଶେଷ ହେବ। ବର୍ଷା କମ୍ ହେଲେ ଶୀଘ୍ର ଅମଳକ୍ଷମ ଧାନ ବିହନ ସରକାରଙ୍କ ପାଖରେ ମହଜୁଦ ଅଛି। ପ୍ରତି ସପ୍ତାହରେ କୃଷି ବିଭାଗ ବର୍ଷାର ପରିମାଣ ଏବଂ ଚାଷବାସର ସମୀକ୍ଷା କରିବା ନେଇ ଆଜି ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story