ରବି ନନ୍ଦଙ୍କୁ ଗିରଫ କର: ତାରା

ଜୟପୁର (ଟି. ଗୌରୀଶଙ୍କର): ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଜୟପୁରରୁ। ୨୦୧୧ରେ ଭୂମିହୀନ ଗରିବ ଲୋକଙ୍କୁ ଜମିର ପଟ୍ଟା ବଣ୍ଟା ଯାଇଥିଲା। ଏହି ପଟ୍ଟା ଏପର୍ଯ୍ୟନ୍ତ ତହସିଲ୍‌ ଖାତାକୁ ଯାଇ ନଥିବା ଜଣାପଡିଛି। ପଟ୍ଟା ପାଇଥିବା ଜଣେ ବ୍ୟକ୍ତି ବ୍ୟାଙ୍କକୁ ଋଣ ପାଇଁ ଯିବା ପରେ ଏହି ଜାଲିଆତି ପଦାକୁ ଆସିଛି। ଅନ୍ୟପକ୍ଷରେ ଏହାକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା […]

tara

tara

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 07:00 PM IST

Sports

Latest News

ଜୟପୁର (ଟି. ଗୌରୀଶଙ୍କର): ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଜୟପୁରରୁ। ୨୦୧୧ରେ ଭୂମିହୀନ ଗରିବ ଲୋକଙ୍କୁ ଜମିର ପଟ୍ଟା ବଣ୍ଟା ଯାଇଥିଲା। ଏହି ପଟ୍ଟା ଏପର୍ଯ୍ୟନ୍ତ ତହସିଲ୍‌ ଖାତାକୁ ଯାଇ ନଥିବା ଜଣାପଡିଛି। ପଟ୍ଟା ପାଇଥିବା ଜଣେ ବ୍ୟକ୍ତି ବ୍ୟାଙ୍କକୁ ଋଣ ପାଇଁ ଯିବା ପରେ ଏହି ଜାଲିଆତି ପଦାକୁ ଆସିଛି।

ଅନ୍ୟପକ୍ଷରେ ଏହାକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଏପରି ଜାଲିଆତିରେ ବିଜେଡି ନେତା ରବି ନନ୍ଦ ସମ୍ପୃକ୍ତ ଥିବା ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, “ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ନେତା ରବି ନନ୍ଦ ଏପରି କରିଛନ୍ତି। ଏହା ବିଶ୍ୱାସଘାତକତା। ଆମେ ଏହାର ପ୍ରତିବାଦ କରୁଛୁ। ସରକାର ଭିଜିଲାନ୍ସ ତଦନ୍ତ କରାନ୍ତୁ ଓ  ରବି ନନ୍ଦକୁ ଗିରଫ କରାଯାଉ। ତାଙ୍କୁ ଗିରଫ କରା ନଗଲେ, ଦଳ ଆନ୍ଦୋଳନକୁ ଓହ୍ଲାଇବ।”

ତାରାଙ୍କ ଏପରି ଅଭିଯୋଗକୁ ରବି ନନ୍ଦ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ତାରାଙ୍କ ଅଭିଯୋଗ ଭିତ୍ତିହୀନ। ଏପରି କିଛି ହୋଇନାହିଁ। ଘଟଣାର ନିରପେକ୍ଷ ତଦନ୍ତ ହେଉ, ମୁଁ ସହଯୋଗ କରିବି। ତଦନ୍ତରେ ଯିଏ ଦୋଷୀ ସାବ୍ୟସ୍ତ ହେବ ସେ ଦଣ୍ଡ ପାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story