ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଆଜି ଚ୍ୟାଲେଞ୍ଜ କରିଛନ୍ତି। ପ୍ରସାଦଙ୍କୁ କଟାକ୍ଷ କରି ତାରା ହିଞ୍ଜିଳିକୁ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି,“ପ୍ରସାଦ ଗଞ୍ଜାମ ଯାଆନ୍ତୁ, କର୍ମୀଙ୍କ ସହ ମିଶନ୍ତୁ। ହିଞ୍ଜିଳିରେ ପ୍ରସାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଛିଡ଼ା ହୁଅନ୍ତୁ।”</p> <p>ସେ ଆହୁରି କହିଛନ୍ତି,“ପ୍ରସାଦ ନବୀନଙ୍କ ସହ ଲଢ଼ନ୍ତୁ, ମୁଁ ତାଙ୍କ ପାଇଁ ପ୍ରଚାର କରିବି।”</p> <p>ତାରା ଆଉ କ’ଣ କହୁଛନ୍ତି ଭିଡ଼ିଓରୁ ଦେଖନ୍ତୁ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।