ସାରା ରାଜ୍ୟରେ ବଢୁଛି ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତେବେ ଦିନବେଳେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ସକାଳ ସମୟରେ ଶୀତ ଅନୁଭୂତ ହେଉଛି। ରାଜଧାନୀରେ ଆଜି ବିଭିନ୍ନ ସ୍ଥାନରେ ସାମାନ୍ୟ କୁହୁଡ଼ି ଦେଖିବାକୁ ମିଳିଥିଲା। ରବିବାର ଭୁବନେଶ୍ୱରର ପାରଦ ସର୍ବାଧିକ ୩୮. ୩ ଡିଗ୍ରୀ ରେକର୍ଡ ହୋଇଥିଲା। ଗତକାଲି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ଥିଲା ରାଜଧାନୀ। ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ସାମାନ୍ୟ ଅଧିକ ରହିବା ସହ ପାଗ ଶୁଖିଲା ରହିବ। କିଛି […]

tempture

tempture

Rakesh Mallick
  • Published: Monday, 19 March 2018
  • Updated: 19 March 2018, 10:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତେବେ ଦିନବେଳେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ସକାଳ ସମୟରେ ଶୀତ ଅନୁଭୂତ ହେଉଛି। ରାଜଧାନୀରେ ଆଜି ବିଭିନ୍ନ ସ୍ଥାନରେ ସାମାନ୍ୟ କୁହୁଡ଼ି ଦେଖିବାକୁ ମିଳିଥିଲା। ରବିବାର ଭୁବନେଶ୍ୱରର ପାରଦ ସର୍ବାଧିକ ୩୮. ୩ ଡିଗ୍ରୀ ରେକର୍ଡ ହୋଇଥିଲା।

ଗତକାଲି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ଥିଲା ରାଜଧାନୀ। ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ସାମାନ୍ୟ ଅଧିକ ରହିବା ସହ ପାଗ ଶୁଖିଲା ରହିବ। କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos