ଓଡ଼ିଶା ଛାଡ଼ିଲେ ଥାଇଗର୍ଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଛାଡ଼ିଲେ ୮ ଥାଇଲାଣ୍ଡ ଯୁବତୀ। ସେମାନେ ଅପରାହ୍ନ ୩ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ଯାଞ୍ଚ ପରେ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପୂର୍ବରୁ ଓଡ଼ିଶା ଛାଡ଼ିବା ନେଇ ଗୃହ ମନ୍ତ୍ରାଳୟ ଥାଇଲାଣ୍ଡ ଦୂତାବାସକୁ ଅବଗତ କରାଇଥିଲା। ଥାଇଲାଣ୍ଡରୁ ୮ ଜଣ ଯୁବତୀ ଟୁରିଷ୍ଟ ଭିସାରେ ଓଡ଼ିଶା ଆସିଥିଲେ। ପରବର୍ତ୍ତୀ ସମୟରେ ସେମାନେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ପା’ରେ ନିୟୋଜିତ ହେଉଥିଲେ। ଏପରିକି ସେକ୍ସ କାରବାରରେ […]

sundari

sundari

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 04:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଛାଡ଼ିଲେ ୮ ଥାଇଲାଣ୍ଡ ଯୁବତୀ। ସେମାନେ ଅପରାହ୍ନ ୩ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ଯାଞ୍ଚ ପରେ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପୂର୍ବରୁ ଓଡ଼ିଶା ଛାଡ଼ିବା ନେଇ ଗୃହ ମନ୍ତ୍ରାଳୟ ଥାଇଲାଣ୍ଡ ଦୂତାବାସକୁ ଅବଗତ କରାଇଥିଲା।

ଥାଇଲାଣ୍ଡରୁ ୮ ଜଣ ଯୁବତୀ ଟୁରିଷ୍ଟ ଭିସାରେ ଓଡ଼ିଶା ଆସିଥିଲେ। ପରବର୍ତ୍ତୀ ସମୟରେ ସେମାନେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ପା’ରେ ନିୟୋଜିତ ହେଉଥିଲେ। ଏପରିକି ସେକ୍ସ କାରବାରରେ ଲିପ୍ତ ହେଉଥିଲେ। ଏଥିପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିଥିବା ଆଲୋଚନା ହେଉଥିଲା। ଏହାଛଡ଼ା ବିଭିନ୍ନ ସ୍ପା ସେଣ୍ଟରମାଲିକମାନେ ମଧ୍ୟ ମାଲାମାଲ ହେଉଥିଲେ। ଗତ ୧୯ ତାରିଖରେ ଜନଗହଳୀପୂର୍ଣ୍ଣ ବାପୁଜୀନଗରରେ ଏକ ସ୍ପାରେ କମିଶନରେଟ୍‌ ପୋଲିସ ଚଢ଼ାଉ ଏହି ଘଟଣାର ପର୍ଦ୍ଦାଫାସ କରିଥିଲା। ଉକ୍ତ ସ୍ପାରୁ ୮ ଥାଇ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନେ ଭିସା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିବାରୁ ଦେଶ ଛାଡ଼ିବାକୁ ପୂର୍ବରୁ ନୋଟିସ୍ ହୋଇଥିଲା। ଏନେଇ ଥାଇଲାଣ୍ଡ ଦୂତାବାସକୁ ଅବଗତ କରାଯାଇଥିଲା।

ସୂଚନାରୁ ପ୍ରକାଶ, ଭୁବନେଶ୍ୱରରେ ବର୍ତ୍ତମାନ ୪୨ଟି ସ୍ପା ସେଣ୍ଟର ରହିଛି। ପ୍ରକୃତରେ ସେଠାରେ ପାର୍ଲର ନା ଦେହ ବେପାର ଚାଲିଛି ତାହାର ସ୍ପଷ୍ଟ ଚିତ୍ର ବୋଧହୁଏ କାହା ପାଖରେ ନାହିଁ। ସେହି ସ୍ପା ଗୁଡ଼ିକ ଉପରେ ଚଢ଼ାଉ କରାଯିବ କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story