ଅଭିଯୁକ୍ତଙ୍କ ପାଇଁ ଅଭିଶାପ ପାଲଟିଛି ଥାନା! ଓଡ଼ିଶା ପୋଲିସ ପିଛା ଛାଡ଼ୁନି ହାଜତ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଜତ ମୃତ୍ୟୁ କେବଳ ସମ୍ୱଲପୁର ଜିଲ୍ଲା ଅଇଁଠାପାଲିରେ ଘଟିନାହିଁ। ଏହା ପୂର୍ବରୁ ଅନେକ ହାଜତ ମୃତ୍ୟୁ ଘଟିଥିବାର ନଜିର ରହିଛି। ପ୍ରକୃତରେ ଏଥିପାଇଁ ଦାୟୀ କିଏ? ପୋଲିସ ପ୍ରଶାସନର ଅବହେଳା ନା ସାଧାରଣ ଜନତା। ଏହା ତଦନ୍ତ ସାପେକ୍ଷ। ମାତ୍ର କିନ୍ତୁ ବାରମ୍ୱର ହାଜତ ମୃତ୍ୟୁ ଘଟିବା ପରେ ପୋଲିସର କାର୍ଯ୍ୟ ଦକ୍ଷତାକୁ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଜତ ମୃତ୍ୟୁ ପରେ ଘଟୁଥିଲା ହିଂସା। […]

hajat

hajat

Rakesh Mallick
  • Published: Friday, 09 February 2018
  • Updated: 09 February 2018, 05:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଜତ ମୃତ୍ୟୁ କେବଳ ସମ୍ୱଲପୁର ଜିଲ୍ଲା ଅଇଁଠାପାଲିରେ ଘଟିନାହିଁ। ଏହା ପୂର୍ବରୁ ଅନେକ ହାଜତ ମୃତ୍ୟୁ ଘଟିଥିବାର ନଜିର ରହିଛି। ପ୍ରକୃତରେ ଏଥିପାଇଁ ଦାୟୀ କିଏ? ପୋଲିସ ପ୍ରଶାସନର ଅବହେଳା ନା ସାଧାରଣ ଜନତା। ଏହା ତଦନ୍ତ ସାପେକ୍ଷ। ମାତ୍ର କିନ୍ତୁ ବାରମ୍ୱର ହାଜତ ମୃତ୍ୟୁ ଘଟିବା ପରେ ପୋଲିସର କାର୍ଯ୍ୟ ଦକ୍ଷତାକୁ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଜତ ମୃତ୍ୟୁ ପରେ ଘଟୁଥିଲା ହିଂସା। ଉତ୍ତ୍ୟକ୍ତ ଲୋକେ କେତେବେଳେ ଥାନା ପୋଡି ଦେଉଛନ୍ତି ତ ଆଉ କେତେବେଳେ ପୋଲିସକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠି ଚାର୍ଜ ମଧ୍ୟ କରୁଛି। ଆସନ୍ତୁ ନଜର ପକାଇବା କେଉଁଠି କେଉଁଠି ଘଟିଛି ହାଜତ ମୃତ୍ୟୁ।

୨୦୧୭ ମେ’ ୩୦ ତାରିଖରେ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ପୋଲିସ ମୋବାଇଲ୍ ଚୋରି ଅଭିଯୋଗରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ଅଭୟ ସିଂହଙ୍କୁ ଗିରଫ କରିଥିଲା। ଗିରଫ ପରେ ହାଜତରେ ଜେରା କରା ଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୧୨ରେ ଅଭୟଙ୍କ ମୃତ୍ୟୁ ଘଟିଥିଲା।

ବୋମା ବିସ୍ଫୋରଣ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ୨୦୧୭ ମସିହା ଜୁଲାଇ ୬ ତାରିଖରେ ଗୟାଧର ତରାଇଙ୍କୁ ଗିରଫ କରିଥିଲା। ହାଜତରେ ଥିବା ବେଳେ ଗୟାଧର ଅସୁସ୍ଥ ହୋଇପଡ଼ିଥିଲା। ୯ ତାରିଖରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

୨୦୧୫ ମସିହାରେ ସବୁଠୁ ଅଧିକ ଚର୍ଚ୍ଚା ଓ ବିବାଦ ଘେରରେ ଥିଲା ବରଗଡ଼ର ମାଖୁନ ବାଗ ହତ୍ୟାକାଣ୍ଡ। ଏକ ଦୁଷ୍କର୍ମ ଅଭିଯୋଗରେ ପୁଅକୁ ନପାଇ ଭେଡେନ ପୋଲିସ ମାଖୁନଙ୍କୁ ଉଠାଇ ହାଜତରେ ରଖିଥିଲା। କିନ୍ତୁ ସେଠାରୁ ମାଖୁନ୍ ଆଉ ଘରକୁ ଫେରି ନଥିଲେ। ପୋଲିସ ମାଖୁନଙ୍କୁ ଛାଡ଼ି ଦେଇଥିବା କହିଥିଲା। ଅଢ଼େଇ ମାସ ପରେ ମାଖୁନଙ୍କ କଙ୍କାଳ ସୋନପୁରର ଏକ ଜଙ୍ଗଲରୁ ଉଦ୍ଧାର ପରେ ସତ୍ୟ ପଦାକୁ ଆସିଥିଲା। ଏହି ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା।

୨୦୧୩ ମସିହାରେ ଅସଦାଚରଣ ଅଭିଯୋଗରେ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ହାଜତକୁ ଆଣିଥିଲା। କିଛି ସମୟ ଭିତରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକ ପୋଲିସ ଥାନା ସମେତ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ହାଜତ ମୃତ୍ୟୁରୁ ରାଜଧାନୀ ଭୁବନେଶ୍ୱର ମଧ୍ୟ ବାଦ୍ ପଡ଼ିନି। ପୋଲିସ କହି ଟ୍ରକ ଡ୍ରାଇଭରଙ୍କଠାରୁ ଚାନ୍ଦା ଆଦାୟ ଅଭିଯୋଗରେ ୨୦୧୨ରେ କୁଲଦୀପ ମହାପାତ୍ର ନାମକ ଯୁବକ ଗିରଫ ହୋଇଥିଲେ। କିନ୍ତୁ ପୋଲିସ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଏସବୁ ମୃତ୍ୟୁ ପାଇଁ ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ପରିବାର ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story