ଏବେବି ଗୁମୁରି କାନ୍ଦୁଛି ଗୁମୁଡୁମାହା

ବାଲିଗୁଡ଼ା,(ଅଜିତ ନାୟକ): ବହୁଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡକୁ ୨ ବର୍ଷ ବିତିଯାଇଛି। କିନ୍ତୁ ଏବେବି ଗୁମୁରି କାନ୍ଦୁଛି ଗୁମୁଡୁମାହା।  ଏପଯର୍ଯ୍ୟନ୍ତ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ପ୍ରକୃତ ଦୋଷୀଙ୍କୁ ଧରାଯାଇ ପାରିନି। ଏବେ ଗୁମୁଡୁମାହାରେ କ’ଣ ରହିଛି ବାସ୍ତବ ସ୍ଥିତି ଆସନ୍ତୁ ଜାଣିବା। ୨୦୧୬ ଜୁଲାଇ ୮ ତାରିଖ । ରାତି ପ୍ରାୟ ୮ଟା । ଏହି ସମୟରେ  ଝିପି ଝିପି ବର୍ଷାରେ ଗୁମୁଡୁମାହାର କିଛି ଲୋକ ମନରେଗା ଟଙ୍କା ନେଇ ବାଲିଗୁଡ଼ାରୁ ଜଙ୍ଗଲିଆ ରାସ୍ତାରେ ଅଟୋରେ […]

k-888

k-888

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 11:53 AM IST

ବାଲିଗୁଡ଼ା,(ଅଜିତ ନାୟକ): ବହୁଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡକୁ ୨ ବର୍ଷ ବିତିଯାଇଛି। କିନ୍ତୁ ଏବେବି ଗୁମୁରି କାନ୍ଦୁଛି ଗୁମୁଡୁମାହା।  ଏପଯର୍ଯ୍ୟନ୍ତ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ପ୍ରକୃତ ଦୋଷୀଙ୍କୁ ଧରାଯାଇ ପାରିନି। ଏବେ ଗୁମୁଡୁମାହାରେ କ’ଣ ରହିଛି ବାସ୍ତବ ସ୍ଥିତି ଆସନ୍ତୁ ଜାଣିବା।

୨୦୧୬ ଜୁଲାଇ ୮ ତାରିଖ । ରାତି ପ୍ରାୟ ୮ଟା । ଏହି ସମୟରେ  ଝିପି ଝିପି ବର୍ଷାରେ ଗୁମୁଡୁମାହାର କିଛି ଲୋକ ମନରେଗା ଟଙ୍କା ନେଇ ବାଲିଗୁଡ଼ାରୁ ଜଙ୍ଗଲିଆ ରାସ୍ତାରେ ଅଟୋରେ ଫେରୁଥିଲେ। ଗାଁ ମୁଣ୍ଡ ପିପାଲିପାଟାରେ ଅଟୋଟି ଦବିଯାଇଥିଲା। କିଟି କିଟି ଅନ୍ଧାର ରାତିରେ ଗାଁର ପୁରୁଷ ଲୋକ କାଦୁଅରେ ଦବି ଯାଇଥିବା ଅଟୋକୁ ବାହାର କରିବା ପରେ ହଠାତ୍ ଫୁଟିଥିଲା ଗୁଳି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୩ ମାସର ଶିଶୁ ଗିହେଜ ଦିଗାଲଙ୍କ ସମେତ ୫ ନିରୀହ ଜୀବନ ଚାଲିଯାଇଥିଲ॥

ଏହାପରେ ସେହି ଅଞ୍ଚଳକୁ ରାଜନେତାଙ୍କର ସୁଅ ଛୁଟିଥିଲା। ସରକାର ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେବି ଗୁମୁଡୁମାହାବାସୀ ଅନେକ ମୌଳିକ ସୁବିଧାରୁ ବଞ୍ଚିତ। ଆଜିଯାଏଁ ନା ଗାଁକୁ ପକ୍କା ରାସ୍ତାଟିଏ ହୋଇପାରିଛି ନା ସ୍ୱାସ୍ଥ୍ୟକେନ୍ଦ୍ରଟିଏ ପ୍ରତିଷ୍ଠା ହୋଇପାରିଛି।  ପାନୀୟ ଜଳ ଯୋଗାଇ ଦେବା ନେଇ ଗାଁରେ ପାଇପ୍ ବିଛାଯିବା ସହ ପାଣିଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ୨ ବର୍ଷ ପରେ ବି ସେହି କାଳରାତ୍ରିର ଘଟଣାକୁ ଲୋକେ ଭୁଲି ପାରୁନାହାନ୍ତି।

ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଏହି ଆଦିବାସୀ ଲୋକେ ଭୟରେ ଜୀବନ ଜିଉଁଛନ୍ତି। ସେହିପରି ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଅଟୋ ଡ୍ରାଇଭର ଜନ୍ ମାଝୀ ଏବେ କାମଧନ୍ଦା ନପାଇ ବୁଲୁଛନ୍ତି।   ଅଟୋ ଖରାପ ହୋଇଯିବା ପରେ ସେ ବେକାର ରହିଥିବା ତାଙ୍କ ବାପା କହିଛନ୍ତି। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କୁ ନ୍ୟାୟ ଦେବା ଲାଗି ସରକାର SITଠାରୁ ଆରମ୍ଭ କରି କମିଶନ ଗଠନ କରିଥିଲେ।  କମିଶନ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ ମଧ୍ୟ ତାହା କାହିଁକି ସାର୍ବଜନୀନ କରାଯାଉନାହିଁ, ସେନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଆଗାମୀ ଦିନରେ ସରକାରଙ୍କୁ ଗୁମୁଡୁମାହାବାସୀ ଉଚିତ୍ ଜବାବ ଦେବେ ବୋଲି ବିରୋଧୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story