କ୍ଷେତରାଜପୁର ରେଳ ଷ୍ଟେସନରୁ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ

cmo

ସମ୍ବଲପୁର: କ୍ଷେତରାଜପୁର ରେଳ ଷ୍ଟେସନଠାରୁ ବରିଷ୍ଠ ନାଗରିକଙ୍କ ପାଇଁ ତୃତୀୟ ପର୍ଯ୍ୟାୟରେ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ହଜାର ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ସମ୍ବଲପୁର ରେଳ ଷ୍ଟେସନରୁ ବାହାରିଛି ତୀର୍ଥଯାତ୍ରୀ ଟ୍ରେନ। ଋଷିକେଶ ଓ ହରିଦ୍ୱାର ଅଭିମୁଖେ ଏହି ଟ୍ରେନ ଯାତ୍ରା  ଆରମ୍ଭ କରିଛି।

ଏହା ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା।

Previous ArticleNext Article

Send this to a friend