ଗାଧୋଇବା ବେଳେ ବୁଡ଼ିଗଲେ ୩ ନାବାଳିକା

ଦେବଗଡ଼/ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଗାଧୋଇବାକୁ ଯାଇଥିଲେ। ପାଣିରେ ବୁଡ଼ିଗଲେ ୩ ନାବାଳିକା। ଏପରି ଅଭାବନୀୟ ଘଟଣା ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଘଟିଛି। ଦେବଗଡ଼ ଜିଲ୍ଲା ବାରକୋଟ ସିଂହଶାଖ ଗାଁର ଓରାମଙ୍କ ଝିଅ ସୀତା ଓରାମ ଓ ଶିବ ଓରାମଙ୍କ ଝିଅ ଅଞ୍ଜନା ଓରାମ ଗାଧୋଇବାକୁ ଯାଇଥିଲେ। ସାଥୀରେ ପରିବାର ଲୋକ ଯାଇଥିଲେ। ତେବେ ପଡୋଶୀଙ୍କ ଗାଧୋଇବା ସହିତ ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କଳାହାଣ୍ଡି ଜିଲ୍ଲା କୋକସରା […]

Drowning-2-1

Drowning-2-1

Rakesh Mallick
  • Published: Friday, 06 April 2018
  • Updated: 06 April 2018, 05:48 PM IST

Sports

Latest News

ଦେବଗଡ଼/ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଗାଧୋଇବାକୁ ଯାଇଥିଲେ। ପାଣିରେ ବୁଡ଼ିଗଲେ ୩ ନାବାଳିକା। ଏପରି ଅଭାବନୀୟ ଘଟଣା ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଘଟିଛି।

ଦେବଗଡ଼ ଜିଲ୍ଲା ବାରକୋଟ ସିଂହଶାଖ ଗାଁର ଓରାମଙ୍କ ଝିଅ ସୀତା ଓରାମ ଓ ଶିବ ଓରାମଙ୍କ ଝିଅ ଅଞ୍ଜନା ଓରାମ ଗାଧୋଇବାକୁ ଯାଇଥିଲେ। ସାଥୀରେ ପରିବାର ଲୋକ ଯାଇଥିଲେ। ତେବେ ପଡୋଶୀଙ୍କ ଗାଧୋଇବା ସହିତ ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜଲତାମୁଣ୍ଡାରେ ଜଣେ ନାବାଳିକା ଇନ୍ଦ୍ରାବତୀ ବାମ କେନାଲକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ସେ ପାଣି ବୁଡ଼ିଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story