ଟିଟିଲାଗଡ: ବାଇକକୁ ଧକ୍କା ଦେଲା ତପସ୍ୱନୀ ଏକ୍ସପ୍ରେସ, ୩ ବାଇକ୍ ଆରୋହୀ ମୃତ

ଟିଟିଲାଗଡ: ଟିଟିଲାଗଡ଼ରେ ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ ଘଟିଛି। ଆଜି ସକାଳ ୧୦ଟାବେଳେ ସହରଠାରୁ ୪ କିଲୋମିଟର ଦୂର ଗୁଞ୍ଚିତରା ଲେବଲ୍ କ୍ରସିଂରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବାଇକରେ ଗୋଟିଏର ପରିବାରର ୩ଜଣ ଜଗୁଆଳିବିହୀନ ଲେବଲ୍ କ୍ରସିଂ ପାର ହେବାବେଳେ ସେମାନଙ୍କୁ ରାୟଗଡ଼ା- ସମ୍ୱଲପୁର ତପସ୍ୱିନୀ ଏକ୍ସପ୍ରେସ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା। ମୃତକ ମାନେ ହେଲେ ଗୁଞ୍ଚିତରା ଗାଁର ନିରଞ୍ଜନ ସାହୁ, ତାଙ୍କ ପତ୍ନୀ ନିଳେନ୍ଦ୍ରୀ ସାହୁ […]

accident

accident

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 07:48 AM IST

Sports

Latest News

ଟିଟିଲାଗଡ: ଟିଟିଲାଗଡ଼ରେ ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ ଘଟିଛି। ଆଜି ସକାଳ ୧୦ଟାବେଳେ ସହରଠାରୁ ୪ କିଲୋମିଟର ଦୂର ଗୁଞ୍ଚିତରା ଲେବଲ୍ କ୍ରସିଂରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବାଇକରେ ଗୋଟିଏର ପରିବାରର ୩ଜଣ ଜଗୁଆଳିବିହୀନ ଲେବଲ୍ କ୍ରସିଂ ପାର ହେବାବେଳେ ସେମାନଙ୍କୁ ରାୟଗଡ଼ା- ସମ୍ୱଲପୁର ତପସ୍ୱିନୀ ଏକ୍ସପ୍ରେସ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା। ମୃତକ ମାନେ ହେଲେ ଗୁଞ୍ଚିତରା ଗାଁର ନିରଞ୍ଜନ ସାହୁ, ତାଙ୍କ ପତ୍ନୀ ନିଳେନ୍ଦ୍ରୀ ସାହୁ ଏବଂ ଝିଆରୀ ପୂଜା ସାହୁ। ଟିଟିଲାଗଡ଼ ବଜାରରୁ କିଣାକିଣି ସାରି ଗୁଞ୍ଚିତରା ଫେରିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରେଳ ଫ।ଟକ ନିର୍ମାଣ ଦାବି କରିଥିଲେ। ପରେ ଗାଁ ଲୋକେ ମୃତଦେହଗୁଡ଼ିକୁ ରାସ୍ତାରେ ରଖି ଆନ୍ଦୋଳନ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି ସହ ଜଣଙ୍କୁ ଚାକିରି ଦେବାକୁ ଗାଁ ଲୋକେ ଦାବି କରିଛନ୍ତି। ସେପଟେ ଘଟଣାର ଡିଆରଏମଙ୍କ ଦ୍ୱାରା ତଦନ୍ତ କରାଯିବାକୁ ଘୋଷଣା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story