ହୁସିଆର୍‌! ବିଜେଡିରେ ମିଶିଗଲେ ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଭାଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଶିବିରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଭାଇ। ମିଶ୍ରଣ ସମାବେଶରେ ବିଜେଡିରେ ଯୋଗଦେଇଛନ୍ତି ଟିଟୋର ଭାଇ ସଇଦ୍ ଏହେସାନ୍ ଅଲ୍ଲୀ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଝଡ଼। ବିରୋଧୀ କଂଗ୍ରେସ ଓ ବିଜେପି ସିଧାସଳଖ ବିଜେଡିକୁ ଏବଂ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ଗତକାଲି କେନ୍ଦ୍ରାପଡ଼ାରେ ହୋଇଥିଲା ବିଜେଡିର ମିଶ୍ରଣ ସମାବେଶ। ଏଥିରେ ଯୋଗଦେଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଭା ଆରମ୍ଭ ହେବା ପରେ […]

titu brother join in bjd

titu brother join in bjd

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଶିବିରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଭାଇ। ମିଶ୍ରଣ ସମାବେଶରେ ବିଜେଡିରେ ଯୋଗଦେଇଛନ୍ତି ଟିଟୋର ଭାଇ ସଇଦ୍ ଏହେସାନ୍ ଅଲ୍ଲୀ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଝଡ଼। ବିରୋଧୀ କଂଗ୍ରେସ ଓ ବିଜେପି ସିଧାସଳଖ ବିଜେଡିକୁ ଏବଂ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି।

ଗତକାଲି କେନ୍ଦ୍ରାପଡ଼ାରେ ହୋଇଥିଲା ବିଜେଡିର ମିଶ୍ରଣ ସମାବେଶ। ଏଥିରେ ଯୋଗଦେଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଭା ଆରମ୍ଭ ହେବା ପରେ ପ୍ରଥମେ ସମ୍ୱର୍ଦ୍ଧନା ପର୍ବ ହୋଇଥିଲା। ଜଣେ ପରେ ଜଣେ ନେତା ଷ୍ଟେଜ୍‌ ଉପରକୁ ଯାଇ ନବୀନ ପଟ୍ଟନାୟକଙ୍କୁ ଫୁଲ ତୋଡା ଦେଇ ମଥା ନତମସ୍ତକ କରି ସମ୍ମାନ ଜଣାଇଥିଲେ। ଏସବୁ ଭିତରେ କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋର ଭାଇଙ୍କୁ ନେଇ ଚର୍ଚ୍ଚା ହେଉଛି। ଯାହାଙ୍କ ନାଁ ସଇଦ ଏହେସାନ୍ ଅଲ୍ଲୀ। ବିଧାୟକ କିଶୋର ତରାଇ ଓ ଅତନୁ  ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ଦଳର କର୍ମୀ ଏବଂ ନେତାଙ୍କ ସହ ଆସି ଗତକାଲି ବିଜେଡିରେ ସାମିଲ ହୋଇଛନ୍ତି ସଇଦ୍ ଏହେସନ୍ ଅଲ୍ଲୀ। ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ।

ଟେଣ୍ଡର ଫିକ୍ସିଂ ଏବଂ ଦାଦାବଟି ଆଦାୟକୁ ନେଇ ଟିଟୋ ଏବଂ ହାଇଦର ଗ୍ୟାଙ୍ଗର ଲଢ଼େଇ ହୋଇଛି। ଏଥିପାଇଁ କେନ୍ଦ୍ରାପଡ଼ାର ରାଜନୀତି ଓ ଅର୍ଥନୀତି ପ୍ରଭାବିତ ହୋଇଛି। ଏବେ ବି ଟିଟୋ ନିଜର ଅପରାଧ ସାମ୍ରାଜ୍ୟର ଜାଲ ବିଛାଉଥିବା ଅଭିଯୋଗ ହେଉଛି। ତେବେ ପ୍ରଶ୍ନ ଉଠୁଛି, ଗ୍ୟାଙ୍ଗଷ୍ଟର ଟିଟୋର ଭାଇକୁ ଦଳରେ ସାମିଲ କରି ବିଜେଡି କେଉଁ ଗଡ଼ରେ ବିଜୟୀ ହେବାକୁ ଆଶା ରଖିଛି? ତାଙ୍କ ନାଁରେ ପୂର୍ବରୁ ଅପରାଧୀକ ମାମଲା ଅଛି କି ନାହିଁ, ତାହା ମିଶାଇଥିବା ନେତା ଓ ସୁପ୍ରିମୋ ଜାଣିଛନ୍ତି ତ? ବିଜେପି କହିଛି, ପରାଜୟ ଆଶଙ୍କାରେ ବିଜେଡି ବ୍ୟାକୁଳ ହୋଇ ଏଭଳି ଲୋକଙ୍କୁ ସାମିଲ କରୁଛି। ଏହାର ଜବାବରେ ବିଜେଡି କହିଛି, ବିନା ପ୍ରମାଣରେ ଏଭଳି ଅଭିଯୋଗ କରିବା ଅନୁଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story