ଆଜି ଶ୍ରୀମନ୍ଦିରରୁ ବାହାରିବ ଅବଢ଼ା

ପୁରୀ: ଘୋଷଯାତ୍ରା ସାରି ରତ୍ନ ସିଂହାସନକୁ ବାହୁଡିଯାଇଛନ୍ତି ମହାବାହୁ। ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କ ଗହଳିଚହଳି ଲାଗିଲାଣି। ଆଜି ଶ୍ରୀମନ୍ଦିରରେ ଅବଢ଼ା ବାହାରିବ। ଗତକାଲି ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ନୀଳାଦ୍ରିବିଜେ ନୀତି। ଗୋଟି ପହଣ୍ଡିରେ ଯାଇ ରତ୍ନ ସିଂହାସନରେ ବିଜେ କରିଛନ୍ତି ତିନିଠାକୁର। ସେହିପରି ପରମ୍ପରା ଅନୁଯାୟୀ,ଚାରମାଳ ଉପରେ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଜୟ ବିଜୟ ଦ୍ୱାର ନିକଟରେ ବଚନିକା ନୀତି ପରେ କାଳିଆ ସାଆନ୍ତ ରସଗୋଲା ଖୁଆଇ […]

puri

puri

Rakesh Mallick
  • Published: Friday, 07 July 2017
  • Updated: 07 July 2017, 02:58 PM IST

Sports

Latest News

ପୁରୀ: ଘୋଷଯାତ୍ରା ସାରି ରତ୍ନ ସିଂହାସନକୁ ବାହୁଡିଯାଇଛନ୍ତି ମହାବାହୁ। ଶ୍ରୀମନ୍ଦିରରେ ପୁଣି ଭକ୍ତଙ୍କ ଗହଳିଚହଳି ଲାଗିଲାଣି। ଆଜି ଶ୍ରୀମନ୍ଦିରରେ ଅବଢ଼ା ବାହାରିବ। ଗତକାଲି ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ନୀଳାଦ୍ରିବିଜେ ନୀତି। ଗୋଟି ପହଣ୍ଡିରେ ଯାଇ ରତ୍ନ ସିଂହାସନରେ ବିଜେ କରିଛନ୍ତି ତିନିଠାକୁର।

ସେହିପରି ପରମ୍ପରା ଅନୁଯାୟୀ,ଚାରମାଳ ଉପରେ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଜୟ ବିଜୟ ଦ୍ୱାର ନିକଟରେ ବଚନିକା ନୀତି ପରେ କାଳିଆ ସାଆନ୍ତ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos