ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଆଜି ବାହୁଡ଼ା ଯାତ୍ରା: ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ ମହିଳା

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।  ଭକ୍ତମାନେ ଆଜି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିରକୁ ଟାଣି ଟାଣି ନେବେ। ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଅଧାବାଟ ପର୍ଯ୍ୟନ୍ତ ଟାଣିବେ।  ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ରଥକୁ ଶ୍ରୀମନ୍ଦିରରେ ପହଞ୍ଚାଇବା ପରେ ମହାପ୍ରଭୂ ବଳଭଦ୍ରଙ୍କ ରଥ ଟଣାଯିବ।  ଗତକାଲି ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ  ଚତୁର୍ଥାମୂର୍ତ୍ତିଙ୍କ ପହଣ୍ଡିବିଜେ ହୋଇଥିଲା। ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ା ଯାତ୍ରା ଦିନ ବାରିପଦାରେ ତିନି […]

baripada

baripada

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 11:14 AM IST

Sports

Latest News

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।  ଭକ୍ତମାନେ ଆଜି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିରକୁ ଟାଣି ଟାଣି ନେବେ। ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଅଧାବାଟ ପର୍ଯ୍ୟନ୍ତ ଟାଣିବେ।  ଆସନ୍ତାକାଲି ଦେବୀ ସୁଭଦ୍ରାଙ୍କ ରଥକୁ ଶ୍ରୀମନ୍ଦିରରେ ପହଞ୍ଚାଇବା ପରେ ମହାପ୍ରଭୂ ବଳଭଦ୍ରଙ୍କ ରଥ ଟଣାଯିବ।  ଗତକାଲି ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ  ଚତୁର୍ଥାମୂର୍ତ୍ତିଙ୍କ ପହଣ୍ଡିବିଜେ ହୋଇଥିଲା।

ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ା ଯାତ୍ରା ଦିନ ବାରିପଦାରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇଥାଏ।  ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos