ଆଜି କଂଗ୍ରେସର ବିଶ୍ୱାସଘାତ ଦିବସ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କଂଗ୍ରେସ ଆଜି ଦିନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରୁଛି। ଦଳ ଅଭିଯୋଗ କରିଛି ଯେ ୪ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନିଜେ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ହେଉ କି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କଥା ହେଉ, ଏନ୍&zwnj;ଡିଏ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଚାଷୀ ସଂକଟରେ ପଡ଼ିଥିବା ବେଳେ ଦେଶର ସୁରକ୍ଷା ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଦୁର୍ବଳ ହୋଇଛି ଦେଶର ଅର୍ଥନୀତି।</p> <p>ସେହିପରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ବଢ଼ିଛି ଅତ୍ୟାଚାର। ମୋଦି ନିଜ ପ୍ରତିଶ୍ରୁତି ପୂରଣ&nbsp; କରିନଥିବାରୁ ସାରା ଦେଶରେ କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରୁଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିପାଇଁ ଆଜି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଭୁବନେଶ୍ୱର ଆସୁଛନ୍ତି।</p>

Ordigital Desk
  • Published: Saturday, 26 May 2018
  • Updated: 26 May 2018, 08:05 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କଂଗ୍ରେସ ଆଜି ଦିନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରୁଛି। ଦଳ ଅଭିଯୋଗ କରିଛି ଯେ ୪ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନିଜେ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ହେଉ କି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କଥା ହେଉ, ଏନ୍&zwnj;ଡିଏ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଚାଷୀ ସଂକଟରେ ପଡ଼ିଥିବା ବେଳେ ଦେଶର ସୁରକ୍ଷା ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଦୁର୍ବଳ ହୋଇଛି ଦେଶର ଅର୍ଥନୀତି।</p><p>ସେହିପରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ବଢ଼ିଛି ଅତ୍ୟାଚାର। ମୋଦି ନିଜ ପ୍ରତିଶ୍ରୁତି ପୂରଣ&nbsp; କରିନଥିବାରୁ ସାରା ଦେଶରେ କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରୁଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିପାଇଁ ଆଜି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଭୁବନେଶ୍ୱର ଆସୁଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos