ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପ୍ରଥମ ପେପର ରେଜଲ୍ଟ। ଗତ ୮ତାରିଖରେ ଏହାର ଅଫଲାଇନ୍ ପରୀକ୍ଷା ଏବଂ ୧୫ ଓ ୧୬ ତାରିଖରେ ଅନ୍&zwnj;ଲାଇନ ପରୀକ୍ଷା ହୋଇଥିଲା। ଓଡ଼ିଶାରୁ ମୋଟ ୪୪ ହଜାର ୪୮୮ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୬ ହଜାର ୪୯୯ ଜଣ ଅଫଲାଇନ ଓ ୭ହଜାର ୯୮୯ ଜଣ ପରୀକ୍ଷାର୍ଥୀ ଅନଲାଇନରେ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିଥିଲେ।</p> <p>ଅନ୍ୟପକ୍ଷରେ ଜେଇଇ ମେନରେ ଦ୍ୱିତୀୟ ପେପର୍ ରେଜଲ୍ଟ ମେ&rsquo; ୩୧ରେ ପ୍ରକାଶ ପାଇବ। ମୋଟ କୃତକାର୍ଯ୍ୟଙ୍କ ପରୀକ୍ଷାର୍ଥୀ ମଧ୍ୟରୁ ସାରା ଦେଶରେ ୨ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହେବେ।</p>

Ordigital Desk
  • Published: Monday, 30 April 2018
  • Updated: 30 April 2018, 10:24 AM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପ୍ରଥମ ପେପର ରେଜଲ୍ଟ। ଗତ ୮ତାରିଖରେ ଏହାର ଅଫଲାଇନ୍ ପରୀକ୍ଷା ଏବଂ ୧୫ ଓ ୧୬ ତାରିଖରେ ଅନ୍&zwnj;ଲାଇନ ପରୀକ୍ଷା ହୋଇଥିଲା। ଓଡ଼ିଶାରୁ ମୋଟ ୪୪ ହଜାର ୪୮୮ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୬ ହଜାର ୪୯୯ ଜଣ ଅଫଲାଇନ ଓ ୭ହଜାର ୯୮୯ ଜଣ ପରୀକ୍ଷାର୍ଥୀ ଅନଲାଇନରେ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିଥିଲେ।</p><p>ଅନ୍ୟପକ୍ଷରେ ଜେଇଇ ମେନରେ ଦ୍ୱିତୀୟ ପେପର୍ ରେଜଲ୍ଟ ମେ&rsquo; ୩୧ରେ ପ୍ରକାଶ ପାଇବ। ମୋଟ କୃତକାର୍ଯ୍ୟଙ୍କ ପରୀକ୍ଷାର୍ଥୀ ମଧ୍ୟରୁ ସାରା ଦେଶରେ ୨ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହେବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos