କାଲିଠାରୁ ମହଙ୍ଗା ହେବ ତେଲ, ମୋବାଇଲ୍ ଓ ସୁନା ଗହଣା , ଜାଣନ୍ତୁ ଅନେକ କିଛି

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । &nbsp;ସାଧାରଣ ବଜେଟରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ। &nbsp;କିଛି ମହଙ୍ଗା ହେବ । ସେହିପରି କିଛି ଟିକସ ନିୟମରେ ହେବ ପରିବର୍ତ୍ତନ। &nbsp;&nbsp;ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା । ଆସନ୍ତାକାଲିଠାରୁ &nbsp;୨୦୧୮-୧୯ ପାଇଁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାଧାରଣ ବଜେଟ୍&zwnj;ରେ କରିଥିବା ଘୋଷଣା ଅନୁଯାୟୀ, ମହଙ୍ଗା ହେବ ବ୍ରାଣ୍ଡେଡ୍ ମୋବାଇଲ୍ ଫୋନ୍। &nbsp;କାରଣ ମୋବାଇଲ ଫୋନ୍ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି ।</p> <p>ଫଳରେ ବାହାରୁ ଆମଦାନୀ କରାଯାଉଥିବା ବ୍ରାଣ୍ଡେଡ୍ ମୋବାଇଲ୍ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। &nbsp;ତା&rsquo; ସହିତ ଏଲଇଡି ଟିଭି ସହ ସ୍ମାର୍ଟ ଓ୍ୱାଚ୍ ଏବଂ ସନ୍ ଗ୍ଲାସ ବି ମହଙ୍ଗା ହେବ ।&nbsp; ସେହିପରି ହୀରା ଓ ରତ୍ନପଥର ସହିତ ସୁନା ଗହଣା ମହଙ୍ଗା ହେବ। &nbsp;&nbsp;ସିଗାରେଟ ଓ ଲାଇଟରର ଦର ବି ବଢ଼ିବ। ଅନ୍ୟପକ୍ଷରେ ଶସ୍ତା ହେବ ଇଂପୋଟେଡ୍ କାଜୁବାଦାମ୍ । &nbsp;କାଜୁ ଉପରେ ସୀମା ଶୁଳ୍କ ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି । &nbsp;ସେହିପରି ସୌରଶକ୍ତି ଉତ୍ପାଦନ ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଶସ୍ତା ହେବ। ସେପଟେ କିନ୍ତୁ ଆୟକର ଦେଉଥିବା ବ୍ୟକ୍ତିଙ୍କୁ ଆଦାୟ ଉପରେ ୩ ପ୍ରତିଶତ ବଦଳରେ ଏଣିକି ୪ ପ୍ରତିଶତ ସେସ୍ ଦେବାକୁ ପଡ଼ିବ। &nbsp;ଆୟକର ସ୍ଳାବ୍&zwnj;ରେ ଏଥର ଯଦିଓ କିଛି ରିହାତି ମିଳିନାହିଁ। ସ୍ୱାସ୍ଥ୍ୟ ଓ ପରିବହନ ରି-ଇମ୍ବର୍ସମେଣ୍ଟ ବାବଦକୁ ୪୦ ହଜାର ଟଙ୍କା ଛାଡ଼ ମିଳିବ।</p>

Ordigital Desk
  • Published: Saturday, 31 March 2018
  • Updated: 31 March 2018, 08:48 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । &nbsp;ସାଧାରଣ ବଜେଟରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ। &nbsp;କିଛି ମହଙ୍ଗା ହେବ । ସେହିପରି କିଛି ଟିକସ ନିୟମରେ ହେବ ପରିବର୍ତ୍ତନ। &nbsp;&nbsp;ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା । ଆସନ୍ତାକାଲିଠାରୁ &nbsp;୨୦୧୮-୧୯ ପାଇଁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାଧାରଣ ବଜେଟ୍&zwnj;ରେ କରିଥିବା ଘୋଷଣା ଅନୁଯାୟୀ, ମହଙ୍ଗା ହେବ ବ୍ରାଣ୍ଡେଡ୍ ମୋବାଇଲ୍ ଫୋନ୍। &nbsp;କାରଣ ମୋବାଇଲ ଫୋନ୍ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି ।</p><p>ଫଳରେ ବାହାରୁ ଆମଦାନୀ କରାଯାଉଥିବା ବ୍ରାଣ୍ଡେଡ୍ ମୋବାଇଲ୍ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। &nbsp;ତା&rsquo; ସହିତ ଏଲଇଡି ଟିଭି ସହ ସ୍ମାର୍ଟ ଓ୍ୱାଚ୍ ଏବଂ ସନ୍ ଗ୍ଲାସ ବି ମହଙ୍ଗା ହେବ ।&nbsp; ସେହିପରି ହୀରା ଓ ରତ୍ନପଥର ସହିତ ସୁନା ଗହଣା ମହଙ୍ଗା ହେବ। &nbsp;&nbsp;ସିଗାରେଟ ଓ ଲାଇଟରର ଦର ବି ବଢ଼ିବ। ଅନ୍ୟପକ୍ଷରେ ଶସ୍ତା ହେବ ଇଂପୋଟେଡ୍ କାଜୁବାଦାମ୍ । &nbsp;କାଜୁ ଉପରେ ସୀମା ଶୁଳ୍କ ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି । &nbsp;ସେହିପରି ସୌରଶକ୍ତି ଉତ୍ପାଦନ ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଶସ୍ତା ହେବ। ସେପଟେ କିନ୍ତୁ ଆୟକର ଦେଉଥିବା ବ୍ୟକ୍ତିଙ୍କୁ ଆଦାୟ ଉପରେ ୩ ପ୍ରତିଶତ ବଦଳରେ ଏଣିକି ୪ ପ୍ରତିଶତ ସେସ୍ ଦେବାକୁ ପଡ଼ିବ। &nbsp;ଆୟକର ସ୍ଳାବ୍&zwnj;ରେ ଏଥର ଯଦିଓ କିଛି ରିହାତି ମିଳିନାହିଁ। ସ୍ୱାସ୍ଥ୍ୟ ଓ ପରିବହନ ରି-ଇମ୍ବର୍ସମେଣ୍ଟ ବାବଦକୁ ୪୦ ହଜାର ଟଙ୍କା ଛାଡ଼ ମିଳିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos