ରାତିପାହିଲେ ଶ୍ରୀଜିଓଙ୍କ ନବଯୌବନ ଦର୍ଶନ, ଦିନକ ପରେ ରଥ

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଆଉ ଦିନକ ପରେ ରଥଯାତ୍ରା ।ଦୀର୍ଘ ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଉ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଣେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥଠାରୁ ପଥ, ସବୁର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ରାତି ପାହିଲେ ନବ ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ […]

jaganath-1

jaganath-1

Rakesh Mallick
  • Published: Thursday, 12 July 2018
  • Updated: 12 July 2018, 10:02 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଆଉ ଦିନକ ପରେ ରଥଯାତ୍ରା ।ଦୀର୍ଘ ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଉ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଣେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥଠାରୁ ପଥ, ସବୁର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ରାତି ପାହିଲେ ନବ ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।

ତା’ ପୂର୍ବରୁ ଶ୍ରୀଜୀଉଙ୍କ ସର୍ବାଙ୍ଗରେ ଖଡ଼ିଲାଗି ହେବା ପରେ ଆଜି ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ ସଂପନ୍ନ ହୋଇଛି । ସେପଟେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି ଦତ୍ତମହାପାତ୍ର ସେବାୟତ। କାଲି ସକାଳ ୬ଟାରେ ଚକା ଅପସର କରାଯାଇ ସକାଳ ୮ଟାରୁ ଆରମ୍ଭ ହେବ ପରିମାଣିକ ଦର୍ଶନ। ଏଥିପାଇଁ ଦର୍ଶନାଥୀଙ୍କୁ ଦକ୍ଷିଣ ଦ୍ୱାର ଦେଇ ଛଡାଯିବ । ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ଚାଲିବ ସର୍ବସାଧାରଣ ଦର୍ଶନ।

ଏପଟେ ଘୋଷଯାତ୍ରା ପାଇଁ ଶେଷ ପଯର୍ୟାୟରେ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥଟଣାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଆଜି ପୁରୀ ପୋଲିସ୍ ଲାଇନ୍ ପଡ଼ିଆରେ ହୋଇଥିଲା ମକ୍‌ଡ୍ରିଲ୍ ପୁଲିସ । ଆଜି  ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ, ପ୍ରତ୍ୟେକ ରଥ ଦାୟିତ୍ୱରେ ଥିବା ଅଧିକାରୀ, ରାପିଡ୍ ଆକ୍ସନ ଫୋର୍ସ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ୧୪୦ ପ୍ଳାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story