ପାୱାର ଫେଲ୍ ହୋଇଯିବାରୁ ଅଧାବାଟରେ ଅଟକିଲା ଟ୍ରେନ୍‌

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପାୱାର ଫେଲ୍ ଯୋଗୁଁ ମଝି ରାସ୍ତାରେ ଅଟକିଲା ଟ୍ରେନ। ହଟହଟା ହେଲେ ଯାତ୍ରୀ। ଆଜି ଦିନ ୧୦ଟା ବେଳେ ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।

ଅମୃତସର-ବିଶାଖାପାଟଣା ଏକ୍ସପ୍ରେସ୍‌ ଟ୍ରେନ ଚାଲୁଥିବା ବେଳେ ହଠାତ୍ ପାୱାର ଫେଲ୍ ହୋଇଯିବାରୁ ଅଟକି ଥିଲା। ପରେ ଅନ୍ୟ ଏକ ଇଞ୍ଜିନ ଯୋଗେ ଟ୍ରେନ୍‌କୁ ନିଆଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

Previous ArticleNext Article

Send this to a friend