ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରଲର

<p>ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ୪୯ ନମ୍ବର ଜାତୀୟ ରାଜପଥର ମହିମା ଛକରେ ଏକ ଟ୍ରଲର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଜଳିଯାଇଛି। ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭରଟି &nbsp;ଡେଇଁ ପଡ଼ିଥିବାରୁ ବର୍ତ୍ତି ଯାଇଥିଲା। ଛତିଶଗଡ଼ରୁ ଝାରସୁଗୁଡ଼ା ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରଲରଟି ଡିଭାଇଡରରେ ପିଟି ହୋଇଥିଲା। ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଡ୍ରାଇଭରକୁ ପୋଲିସ ଅଟକ ରଖିଛି।</p>

Ordigital Desk
  • Published: Friday, 27 April 2018
  • Updated: 27 April 2018, 08:20 AM IST

Sports

Latest News

<p>ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ୪୯ ନମ୍ବର ଜାତୀୟ ରାଜପଥର ମହିମା ଛକରେ ଏକ ଟ୍ରଲର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଜଳିଯାଇଛି। ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭରଟି &nbsp;ଡେଇଁ ପଡ଼ିଥିବାରୁ ବର୍ତ୍ତି ଯାଇଥିଲା। ଛତିଶଗଡ଼ରୁ ଝାରସୁଗୁଡ଼ା ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରଲରଟି ଡିଭାଇଡରରେ ପିଟି ହୋଇଥିଲା। ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଡ୍ରାଇଭରକୁ ପୋଲିସ ଅଟକ ରଖିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos