ପରିବହନ ମନ୍ତ୍ରୀଙ୍କ କାରକୁ ପିଟି ଦେଲା ଟ୍ରକ୍‌

accident

କଟକ: ପରିବହନ ମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍‌। ଚୌଦ୍ୱାର ଡିହି ସାହି ଛକରେ ପଛପଟୁ ଧକ୍କା ଦେଲା ଟ୍ରକ୍‌। ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ ଏହି ଦୁର୍ଘଟଣା ଘଟିଛି।

ପରିବହନ ମନ୍ତ୍ରୀ ଢେଙ୍କାନାଳ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ତାଙ୍କ  କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରକ୍‌ ଡ୍ରାଇଭରକୁ ପୋଲିସ୍ ଅଟକ ରଖିଛି।

Previous ArticleNext Article

Send this to a friend