ଆଦିବାସୀଙ୍କ ପ୍ରତି ଏମିତିକା ଦରଦ, ୧୭ ବର୍ଷରେ ୧୫ ଥର ବସିଛି ଜନଜାତି ପରାମର୍ଶଦାତା ପରିଷଦ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସରକାରଙ୍କ ଆଦିବାସୀ କାର୍ଡରେ ସରକାରଙ୍କୁ ଘାଇଲା କଲେ ବିରୋଧୀ। ଗତ ୧୭ ବର୍ଷରେ ୩୪ ଥର ବଦଳରେ ମାତ୍ର ୧୫ ଥର ବସିଛି ଜନଜାତି ପରାମର୍ଶଦାତା ପରିଷଦ ବା TAC ବୈଠକ। ଏମିତିକି ୨୦୧୪, ୧୬ ଓ ୧୭ ବର୍ଷରେ ବୈଠକ ଆଦୌ ଡାକି ନାହାନ୍ତି ସରକାର। ଆଦିବାସୀଙ୍କ ବିକାଶ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ କରୁଥିବା ଟିଏସି ବୈଠକ କାହିଁକି ବସୁନି ବୋଲି ପ୍ରଶ୍ନ କରି ବିଧାନସଭାରେ ଶାସକ ଦଳକୁ ହରଡ଼ଘଣାରେ ପକାଇଥିଲେ […]

tribal-tours-in-odisha

tribal-tours-in-odisha

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 09:59 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସରକାରଙ୍କ ଆଦିବାସୀ କାର୍ଡରେ ସରକାରଙ୍କୁ ଘାଇଲା କଲେ ବିରୋଧୀ। ଗତ ୧୭ ବର୍ଷରେ ୩୪ ଥର ବଦଳରେ ମାତ୍ର ୧୫ ଥର ବସିଛି ଜନଜାତି ପରାମର୍ଶଦାତା ପରିଷଦ ବା TAC ବୈଠକ। ଏମିତିକି ୨୦୧୪, ୧୬ ଓ ୧୭ ବର୍ଷରେ ବୈଠକ ଆଦୌ ଡାକି ନାହାନ୍ତି ସରକାର। ଆଦିବାସୀଙ୍କ ବିକାଶ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ କରୁଥିବା ଟିଏସି ବୈଠକ କାହିଁକି ବସୁନି ବୋଲି ପ୍ରଶ୍ନ କରି ବିଧାନସଭାରେ ଶାସକ ଦଳକୁ ହରଡ଼ଘଣାରେ ପକାଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖିଥିଲେ ବି ସରକାରଙ୍କ ଆଦିବାସୀମାରଣ ନୀତିକୁ ଏହା ପ୍ରମାଣିତ କରୁଥିବା କହି ବିରୋଧୀ ଖୁବ୍ ବର୍ଷିଥିଲେ।

ସୂଚନାଯୋଗ୍ୟ, ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରି ୧୭୫ କୋଟି ଖର୍ଚ୍ଚ କରିବାକୁ ନିକଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିଷଦ ଆଦିବାସୀ ବହୁଳ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଖର୍ଚ୍ଚ କରିବ ଦେଢ଼ କୋଟି ଟଙ୍କା। ତେବେ ସରକାରଙ୍କ ଏ ଆଦିବାସୀ ପ୍ରୀତିର ବାସ୍ତବତା ନ ଥିବା ଦର୍ଶାଇ ଆଜି ବିଧାନସଭାରେ ଘେରିଛନ୍ତି ବିରୋଧୀ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୫ ଜଣ ଏସଟି ବିଧାୟକ ସହ ମୋଟ ୨୦ ସଦସ୍ୟ ଥିବା ଟିଏସିର ବୈଠକ ବର୍ଷକୁ ଦୁଇଥର ବାସିବା କଥା। ଏଥିରେ ଆଦିବାସୀଙ୍କ ସମସ୍ୟା ନେଇ ଆଲୋଚନା ଓ ବିକାଶ ଲାଗି ରୋଡମ୍ୟାପ୍ ପ୍ରସ୍ତୁତ କରାଯିବା କଥା। ହେଲେ ବିଡ଼ମ୍ବନା ୨୦୧୪, ୨୦୧୬ ଓ ୧୭ରେ ମାତ୍ର ଥରୁଟିଏ ବି ବୈଠକ ବସିନି। ସେହିଭଳି ଗତ ୧୭ ବର୍ଷରେ ମାତ୍ର ୧୫ ଥର ବୈଠକରେ ଏକାଠି ହୋଇଛନ୍ତି TAC ସଦସ୍ୟ । ତେଣୁ ଆଦିବାସୀଙ୍କ ବିକାଶ କଥା କହୁଥିବା ଏ ସରକାରଙ୍କ ଏହା ଆଦିବାସୀ ମାରଣ ନୀତି ବୋଲି କହି ବର୍ଷିଥିଲେ ବିରୋଧୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story