ଟ୍ରକ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲା ପଥଚାରୀଙ୍କ ଜୀବନ

ବଲାଙ୍ଗିର(ସସ୍ମିତା ସାହୁ): ଟ୍ରକ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଲିଗଲା। ରାସ୍ତାରେ ଯାଉଥିବା ବହୁ ପଥଚାରୀଙ୍କ ଜୀବନ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଗଲା। ଆଜି ଏପରି ଘଟଣା ବଲାଙ୍ଗିର ଟାଉନ୍‌ ପ୍ୟାଲେସ୍‌ ଲାଇନ୍‌ରେ ଘଟିଛି। ଆଜି ଏକ ଟ୍ରକ୍‌ ବଲାଙ୍ଗିର ସହରରୁ ଟିଟିଲାଗଡ ଅଭିମୁଖେ ଯାଉଥିଲା। ତେବେ ଟାଉନ୍‌ ଭିତରେ ପ୍ୟାଲେସ ଲାଇନ ଦୁର୍ଗାମଣ୍ଡପଠାରେ ହଠାତ ଟ୍ରକ୍‌ର ବ୍ରେକ୍‌ ଫେଲ ହୋଇଥିଲା। ଫଳରେ ଚାଳକଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ଭାରସାମ୍ୟ […]

truck accident in bolangir

truck accident in bolangir

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 04:26 PM IST

ବଲାଙ୍ଗିର(ସସ୍ମିତା ସାହୁ): ଟ୍ରକ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଲିଗଲା। ରାସ୍ତାରେ ଯାଉଥିବା ବହୁ ପଥଚାରୀଙ୍କ ଜୀବନ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଗଲା। ଆଜି ଏପରି ଘଟଣା ବଲାଙ୍ଗିର ଟାଉନ୍‌ ପ୍ୟାଲେସ୍‌ ଲାଇନ୍‌ରେ ଘଟିଛି।

ଆଜି ଏକ ଟ୍ରକ୍‌ ବଲାଙ୍ଗିର ସହରରୁ ଟିଟିଲାଗଡ ଅଭିମୁଖେ ଯାଉଥିଲା। ତେବେ ଟାଉନ୍‌ ଭିତରେ ପ୍ୟାଲେସ ଲାଇନ ଦୁର୍ଗାମଣ୍ଡପଠାରେ ହଠାତ ଟ୍ରକ୍‌ର ବ୍ରେକ୍‌ ଫେଲ ହୋଇଥିଲା। ଫଳରେ ଚାଳକଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ଭାରସାମ୍ୟ ହରାଉଥିବା ଦେଖି ଚାଳକ ଟ୍ରକଟିକୁ ନେଇ ରାସ୍ତା କଡରେ ଥିବା ଏକ ନିମ୍ୱ ଗଛରେ ପିଟି ଦେଇଥିଲେ। ଯାହାଫଳରେ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ବହୁ ଲୋକଙ୍କ ଜୀବନ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲା। ମାତ୍ର ଗଛ ମୂଳରେ ଛିଡ଼ା ହୋଇଥିବା ୩ଟି ବାଇକ୍‌ର କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରକ ମାଳିକ ଆସି କ୍ଷତିଗ୍ରସ୍ତ ବାଇକ ଗୁଡିକୁ ସଜାଡିବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିବେଶ ଶାନ୍ତ ପଡ଼ିଥିଲା। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ଲୋକେ ତାଙ୍କୁ ସାବାସୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story