ଦୁଇ ଟ୍ରକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଚାଳକଙ୍କ ଜୀବନ

ସୋର(ଓଡ଼ିଶା ରିପୋର୍ଟର): ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଇଟା ବୋଝେଇ ଟ୍ରକ୍‌କୁ ଆନ୍ଧ୍ରା ଟ୍ରକ୍‌ ପିଟିବାରୁ ଦୁଇ ଜଣ ଚାଳକଙ୍କ ମୃତ୍ୟୁ ଘଟିଛି। ଆହତ ହେଲପରଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି। ଆଜି ଏକ ଇଟା ବୋଝେଇ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିଲା। ୧୬ ନମ୍ୱର ଜାତୀୟ ରାଜପଥରେ ନାୟକ ବନ୍ଧ ନିକଟରେ ଟ୍ରକ୍‌ […]

truck accident in soro

truck accident in soro

Rakesh Mallick
  • Published: Monday, 16 April 2018
  • Updated: 16 April 2018, 04:03 PM IST

ସୋର(ଓଡ଼ିଶା ରିପୋର୍ଟର): ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଇଟା ବୋଝେଇ ଟ୍ରକ୍‌କୁ ଆନ୍ଧ୍ରା ଟ୍ରକ୍‌ ପିଟିବାରୁ ଦୁଇ ଜଣ ଚାଳକଙ୍କ ମୃତ୍ୟୁ ଘଟିଛି। ଆହତ ହେଲପରଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

ଆଜି ଏକ ଇଟା ବୋଝେଇ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିଲା। ୧୬ ନମ୍ୱର ଜାତୀୟ ରାଜପଥରେ ନାୟକ ବନ୍ଧ ନିକଟରେ ଟ୍ରକ୍‌ ବୁଲୁ ଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ଆନ୍ଧ୍ରା ଟ୍ରାକ୍‌ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ଘଟିଥିଲା। ତେବେ ହେଲ୍‌ପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story