ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍; ଅଟକି ରହିଛି ଶହ ଶହ ଗାଡ଼ି

କୋରାପୁଟ(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାରେ ଥିବା ଆନ୍ଧ୍ର ପ୍ରଦେଶର ସାଲୁର ଘାଟିରେ ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଫଳରେ ୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଭୁବନେଶ୍ୱର, ଜୟପୁର ଓ ବିଶାଖାପାଟଣାକୁ ଗାଡ଼ି ଚଳାଚଳା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।

bus

bus

Ordigital Desk
  • Published: Monday, 06 August 2018
  • Updated: 06 August 2018, 08:46 AM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାରେ ଥିବା ଆନ୍ଧ୍ର ପ୍ରଦେଶର ସାଲୁର ଘାଟିରେ ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି।

ଫଳରେ ୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ଭୁବନେଶ୍ୱର, ଜୟପୁର ଓ ବିଶାଖାପାଟଣାକୁ ଗାଡ଼ି ଚଳାଚଳା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos