ବଣାଇରେ ଆଜିଠୁ ଟ୍ରକ୍‌ ଧର୍ମଘଟ

<p>ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଆଜିଠୁ ଟ୍ରକ୍&zwnj; ଧର୍ମଘଟ। ଖଣିଜ ପଦାର୍ଥ ପରିବହନରୁ ଉପଯୁକ୍ତ ଭଡ଼ା ମିଳୁ ନଥିବା ଅଭିଯୋଗ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଟ୍ରକ୍&zwnj; ମାଲିକମାନେ ଧର୍ମଘଟ କରିଛନ୍ତି। ଟ୍ରକ୍&zwnj; ମାଲିକମାନେ ଅଭିଯୋଗ କରିଛନ୍ତି ଯେ ଡିଜେଲ ଦର ଦିନକୁ ଦିନ ବଢୁଛି। ତା&rsquo; ସହିତ ସରକାର ବିଭିନ୍ନ ଟ୍ୟାକ୍ସ ନେଉଛନ୍ତି। ରାସ୍ତାର ଦୂରାବସ୍ଥା ଯୋଗୁଁ ଆହୁରି ସମସ୍ୟା ହେଉଛି। ଏହି ସବୁ କାରଣରୁ ଟ୍ରକ ମାଲିକଙ୍କ କ୍ଷତି ହେଉଛି। ଭଡ଼ା ବୃଦ୍ଧି ନେଇ ଦାବି କରାଯାଇଥିଲେ ବି ସରକାର କୌଣସି ପଦକ୍ଷେପ ନେଇଥିବାରୁ ଧର୍ମଘଟ କରିବାକୁ ବାଧ୍ୟ ହୋଇଥିବା ଟ୍ରକମାଲିକଙ୍କ ପକ୍ଷରୁ କୁହାଯାଇଛି।</p>

Ordigital Desk
  • Published: Friday, 09 March 2018
  • Updated: 09 March 2018, 09:00 AM IST

Sports

Latest News

<p>ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଆଜିଠୁ ଟ୍ରକ୍&zwnj; ଧର୍ମଘଟ। ଖଣିଜ ପଦାର୍ଥ ପରିବହନରୁ ଉପଯୁକ୍ତ ଭଡ଼ା ମିଳୁ ନଥିବା ଅଭିଯୋଗ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଟ୍ରକ୍&zwnj; ମାଲିକମାନେ ଧର୍ମଘଟ କରିଛନ୍ତି। ଟ୍ରକ୍&zwnj; ମାଲିକମାନେ ଅଭିଯୋଗ କରିଛନ୍ତି ଯେ ଡିଜେଲ ଦର ଦିନକୁ ଦିନ ବଢୁଛି। ତା&rsquo; ସହିତ ସରକାର ବିଭିନ୍ନ ଟ୍ୟାକ୍ସ ନେଉଛନ୍ତି। ରାସ୍ତାର ଦୂରାବସ୍ଥା ଯୋଗୁଁ ଆହୁରି ସମସ୍ୟା ହେଉଛି। ଏହି ସବୁ କାରଣରୁ ଟ୍ରକ ମାଲିକଙ୍କ କ୍ଷତି ହେଉଛି। ଭଡ଼ା ବୃଦ୍ଧି ନେଇ ଦାବି କରାଯାଇଥିଲେ ବି ସରକାର କୌଣସି ପଦକ୍ଷେପ ନେଇଥିବାରୁ ଧର୍ମଘଟ କରିବାକୁ ବାଧ୍ୟ ହୋଇଥିବା ଟ୍ରକମାଲିକଙ୍କ ପକ୍ଷରୁ କୁହାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos