ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଚାଲିଛି ଯୁଦ୍ଧ। ଏମିତି ଲଢେଇ। ସତେ ଯେମିତି ମଲ୍ଲ ଯୁଦ୍ଧ। ଯାହା ଆପଣ କୋଚିତ ଦେଖିଥିବେ। ଯୁବତୀ-ଯୁବତୀଙ୍କ ମଧ୍ୟରେ ଚାଲିଛି ଟକ୍କର। ମୁଥ ମରାମରିଠାରୁ ଆରମ୍ଭ କରି ଚୁଟି ଝିଙ୍କିବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ। କେହି କାହରିକୁ ଛାଡ଼ିବା ମୁଡରେ ନାହାନ୍ତି। ଗୋଟିଏ ୱାସରୁମ୍ରେ ଚାଲିଛି ଏମିତି କଳି-କସରତ। ପ୍ରଥମେ ଦୁଇ ଜଣ ଝିଅ ଲାଗିଥିଲେ। ପରେ ସେମାନଙ୍କୁ ଛଡ଼େଇ ଆସିଥିବା ଆଉ କିଛି ଯୁବତୀଙ୍କ ମଧ୍ୟରେ ଚାଲିଲା ଟକ୍କର। ପ୍ରଥମେ କଳିଲାଗିଥିବା ଦୁଇ ଜଣ ଯୁବତୀ ଶାନ୍ତ ହୋଇଯିବା ପରେ ଅନ୍ୟମାନଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଯୁଦ୍ଧ। ଏମିତି ଦୃଶ୍ୟ ଦେଖିଲେ ଆପଣ ବି ଚମକିପଡ଼ିବେ। ତେବେ ୱାସ ରୁମରେ କେଉଁକାରଣକୁ ନେଇ ଏହି ମାରପିଟ୍ ଚାଲିଛି ତାହା ଜଣାପଡ଼ି ନାହିଁ। ଯେମିତିକି କୁହାଯାଏ ନାରୀ ହେଉଛି ନାରୀର ଶତ୍ରୁ। ଏକଥା କେତେ ଦୂର ସତ୍ୟ ତାହା ଏକ ଭିନ୍ନ କଥା ହେଲେ ଆପଣ ଏହି ଦୃଶ୍ୟ ଦେଖିଲେ ସବୁ ବୁଝିଯିବେ। ତେବେ ଦେଖନ୍ତୁ ଭିଡିଓ।
https://youtu.be/rjLBDB_QxF8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।