ଅନଲାଇନ୍‌ ଠକେଇ: ଦୁଇ ବିଦେଶୀଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରୁ ଅନଲାଇନରେ ଅଭିନବ ଉପାୟରେ ଠକିବା ଘଟଣାରେ ଗିରଫ ଦୁଇ ନାଇଜେରିଆ ଅପରାଧୀଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ୫ଦିନିଆ ରିମାଣ୍ଡରେ ଆଣିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନାଇଜେରିଆର ଏରିକୁମେ ଓ ଜୋଜୋ ଆଲେକ୍ସ।
ଗତକାଲି ଦିଲ୍ଲୀରୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଉଭୟଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କୁ ଦିଲ୍ଲୀ ସିଏମ୍ଏମ୍ କୋର୍ଟରେ ହାଜର କରି ଓଡ଼ିଶା କ୍ରାଇମବ୍ରାଞ୍ଚ ୫ଦିନିଆ ରିମାଣ୍ଡରେ ଆଣିଥିଲା।  ଏମାନେ ଦିଲ୍ଲୀ ତିଲକ ନଗର ଥାନା ମହାବୀର ନଗରରେ ଏକ ଭଡ଼ା ଘରେ ରହୁଥିଲେ। ଏମାନଙ୍କଠାରୁ ୫ଟି ମୋବାଇଲ୍, ୩ଟି ଲାପଟପ୍ ସହ ୨୦ଟି ସିମ୍, ଦୁଇଟି ପାସପୋର୍ଟ ଓ କିଛି କାଗଜପତ୍ର ଜବତ କରିଛି କ୍ରାଇମବ୍ରାଞ୍ଚ। ଉଭୟଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି।
https://youtu.be/ph_ZxMXu42c
Ordigital Desk
• Published: Monday, 04 June 2018
• Updated: 04 June 2018, 08:33 AM IST
Sports
Latest News
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରୁ ଅନଲାଇନରେ ଅଭିନବ ଉପାୟରେ ଠକିବା ଘଟଣାରେ ଗିରଫ ଦୁଇ ନାଇଜେରିଆ ଅପରାଧୀଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ୫ଦିନିଆ ରିମାଣ୍ଡରେ ଆଣିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନାଇଜେରିଆର ଏରିକୁମେ ଓ ଜୋଜୋ ଆଲେକ୍ସ।
ଗତକାଲି ଦିଲ୍ଲୀରୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଉଭୟଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କୁ ଦିଲ୍ଲୀ ସିଏମ୍ଏମ୍ କୋର୍ଟରେ ହାଜର କରି ଓଡ଼ିଶା କ୍ରାଇମବ୍ରାଞ୍ଚ ୫ଦିନିଆ ରିମାଣ୍ଡରେ ଆଣିଥିଲା।  ଏମାନେ ଦିଲ୍ଲୀ ତିଲକ ନଗର ଥାନା ମହାବୀର ନଗରରେ ଏକ ଭଡ଼ା ଘରେ ରହୁଥିଲେ। ଏମାନଙ୍କଠାରୁ ୫ଟି ମୋବାଇଲ୍, ୩ଟି ଲାପଟପ୍ ସହ ୨୦ଟି ସିମ୍, ଦୁଇଟି ପାସପୋର୍ଟ ଓ କିଛି କାଗଜପତ୍ର ଜବତ କରିଛି କ୍ରାଇମବ୍ରାଞ୍ଚ। ଉଭୟଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି।
https://youtu.be/ph_ZxMXu42c
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos