ବ୍ରହ୍ମପୁର (ଓଡ଼ିଶଶ ରିପୋର୍ଟର: ବ୍ରହ୍ମପୁରରେ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ପାଟପୁର ଥାନା ପାଲିପଦ୍ମନାଭପୁରରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ଦ୍ୱୟ ୨ ବାଇକ୍ର ଚାଳକ। ସେମାନଙ୍କ ପରିଚୟ ମିଳିପାରିନାହିଁ।
ବ୍ରହ୍ମପୁରରେ ସଡ଼କ ଦୁର୍ଘଟଣା, ୨ ମୃତ

Previous Articleମହାନଦୀ ଜଳ ବିବାଦ ପ୍ରସଙ୍ଗ: ସଚେତନତା ପାଇଁ ବିଜେଡି କରିବ ମହାସମ୍ମିଳନୀ