ସାଙ୍ଗ ହୋଇ ବଣ ଭୋଜି କରିବାକୁ ଯାଇଥିଲେ, ସମୁଦ୍ରରେ ଭାସିଗଲେ

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ସାଙ୍ଗମାନଙ୍କ ସହିତ ମିଶି ବଣ ଭୋଜି କରିବାକୁ ଯାଇଥିଲେ। ଭୋଜି ପରେ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ପତ୍ତା ମିଳୁନି। ସେମାନଙ୍କୁ ଉଦ୍ଧାର ପାଇଁ ତଲାସି ଆରମ୍ଭ ହୋଇଛି। ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ତାଳସାରି ବେଳାଭୂମିକୁ ବଣ ଭୋଜି କରିବାକୁ ୭ ଜଣ ସାଙ୍ଗ ଯାଇଥିଲେ। ଭୋଜି ଚାଲିଥିବା ବେଳେ ସେମାନେ ସମୁଦ୍ରରେ ଗାଧୋଉଥିଲେ। ଏହି […]

two friends drowned in sea

two friends drowned in sea

Rakesh Mallick
  • Published: Friday, 18 May 2018
  • Updated: 18 May 2018, 05:13 PM IST

Sports

Latest News

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ସାଙ୍ଗମାନଙ୍କ ସହିତ ମିଶି ବଣ ଭୋଜି କରିବାକୁ ଯାଇଥିଲେ। ଭୋଜି ପରେ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ପତ୍ତା ମିଳୁନି। ସେମାନଙ୍କୁ ଉଦ୍ଧାର ପାଇଁ ତଲାସି ଆରମ୍ଭ ହୋଇଛି।

ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ତାଳସାରି ବେଳାଭୂମିକୁ ବଣ ଭୋଜି କରିବାକୁ ୭ ଜଣ ସାଙ୍ଗ ଯାଇଥିଲେ। ଭୋଜି ଚାଲିଥିବା ବେଳେ ସେମାନେ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ଢ଼େଉରେ ୩ ଜଣ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଥିଲେ। ଅନ୍ୟ ଦୁଇ ଜଣ ଭାସି ଯାଇଥିଲେ। ଏବେ ମଧ୍ୟ ସେମାନଙ୍କ ପତ୍ତା ମିଳୁନି। ସେମାନଙ୍କୁ ଉଦ୍ଧାର ପାଇଁ ତଲାସି ଚାଲିଛି। ଭୋଗରାଇ ଥାନା ଜଳେଶ୍ୱରପୁର ଗାଁର ଦୁର୍ଗଶଙ୍କର ଜେନା ଓ ପଶ୍ଚିମବଙ୍ଗର ଦିଘା ଅଞ୍ଚଳର ପାପା ପାତ୍ର ନିଖୋଜ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story