ମୋବାଇଲ ଚୋରଙ୍କୁ ମାଡ଼ ମାରିଲେ, ଆଣ୍ଠେଇଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ମୋବାଇଲ ଚୋରକୁ କାବୁ କରି ମାଡ଼ ମାରିଲେ। ଆଣ୍ଠେଇ ଦେଇଥିଲେ। ତା’ପରେ ଦୁଇ ଅଭିଯୁକ୍ତଙ୍କୁ ଚଲାଇ ଚଲାଇ ନେଇ ପୋଲସ ଜିମା ଦେଲେ। ଏହି ଘଟଣା ଘଟିଛି ଭୁବନେଶ୍ୱର କଳ୍ପନା ଛକ ନିକଟରେ। ଆଜି ସକାଳେ ଦୁଇ ଜଣ ଚୋର ମୋବାଇଲ୍ ଲୁଟ୍ କରି ପଳାଇ ଯାଉଥିଲେ। ଏ ସମ୍ପର୍କରେ ମୋବାଇଲ ମାଲିକ ଜାଣିପାରି ସେମାନଙ୍କୁ ପ୍ରାୟ ଏକ କିଲୋମିଟର ଗୋଡ଼ାଇବା ମାଉସୀ ମାଆ ମନ୍ଦିର ଛକ ନିକଟରେ କାବୁ କରିଥିଲେ। […]

two mobil lootera arrest from bbsr

two mobil lootera arrest from bbsr

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 07:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ମୋବାଇଲ ଚୋରକୁ କାବୁ କରି ମାଡ଼ ମାରିଲେ। ଆଣ୍ଠେଇ ଦେଇଥିଲେ। ତା’ପରେ ଦୁଇ ଅଭିଯୁକ୍ତଙ୍କୁ ଚଲାଇ ଚଲାଇ ନେଇ ପୋଲସ ଜିମା ଦେଲେ। ଏହି ଘଟଣା ଘଟିଛି ଭୁବନେଶ୍ୱର କଳ୍ପନା ଛକ ନିକଟରେ।

ଆଜି ସକାଳେ ଦୁଇ ଜଣ ଚୋର ମୋବାଇଲ୍ ଲୁଟ୍ କରି ପଳାଇ ଯାଉଥିଲେ। ଏ ସମ୍ପର୍କରେ ମୋବାଇଲ ମାଲିକ ଜାଣିପାରି ସେମାନଙ୍କୁ ପ୍ରାୟ ଏକ କିଲୋମିଟର ଗୋଡ଼ାଇବା ମାଉସୀ ମାଆ ମନ୍ଦିର ଛକ ନିକଟରେ କାବୁ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଅଛନ୍ତି। ଏମାନେ ରାଜ୍ୟ ବାହାରର ବୋଲି ସନ୍ଦେହ କରାଯାଉଛି। ଦୁଇ ଚୋରଙ୍କୁ ଧରିବା ପରେ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରିଥିଲେ। ତା’ପରେ ଚଲେଇ ଚଲେଇ ନେଇ ପୋଲିସର ଜିମା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos