ଅଫିସ ଭିତରେ ବନ ଅଧିକାରୀଙ୍କୁ ଆକ୍ରମଣ

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଡିଏଫଓ କାର୍ଯ୍ୟାଳୟରେ ସହକାରୀ ବନ୍ୟ ସଂରକ୍ଷକ(ଏସିଏଫ୍‌)ଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏସିଏଫ୍‌ଙ୍କ ସହ ଅନ୍ୟ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ପୁରୁଣାଗଡ଼ର ପ୍ରଦୀପ ସାହୁ ଏବଂ ଜିତେନ୍ଦ୍ର ଧଳ ଅଫିସ ଭିତରକୁ ପ୍ରବେଶ କରିଥିଲେ। କୌଣସି କାରଣକୁ ନେଇ କର୍ମଚାରୀଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ହଠାତ୍ ଉତ୍ତ୍ୟକ୍ତ ହୋଇ ସେମାନେ ଏସିଏଫଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ଅତିରିକ୍ତ […]

wvge

wvge

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 12:43 PM IST

Sports

Latest News

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଡିଏଫଓ କାର୍ଯ୍ୟାଳୟରେ ସହକାରୀ ବନ୍ୟ ସଂରକ୍ଷକ(ଏସିଏଫ୍‌)ଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏସିଏଫ୍‌ଙ୍କ ସହ ଅନ୍ୟ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ପୁରୁଣାଗଡ଼ର ପ୍ରଦୀପ ସାହୁ ଏବଂ ଜିତେନ୍ଦ୍ର ଧଳ ଅଫିସ ଭିତରକୁ ପ୍ରବେଶ କରିଥିଲେ। କୌଣସି କାରଣକୁ ନେଇ କର୍ମଚାରୀଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ହଠାତ୍ ଉତ୍ତ୍ୟକ୍ତ ହୋଇ ସେମାନେ ଏସିଏଫଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ଅତିରିକ୍ତ ଏସପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ବନ ବିଭାଗ କର୍ମଚାରୀ। ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story