ଛତିଶଗଡ଼ରେ ମାଓବାଦୀଙ୍କ ସହ ଗୁଳି ବିନିମୟ: ୨ ପୋଲିସ ସହିଦ

police

ମାଲକାନଗିରି: ଛତିଶଗଡ଼ ରାଜନନ୍ଦଗା ଜିଲ୍ଲା ଭାବେ ଜଙ୍ଗଲରେ ପୋଲିସ-ମାସବାଦୀ ଗୁଳି ବିନିମୟରେ ଦୁଇଜଣ ପୋଲିସ ସହିଦ ହୋଇଛନ୍ତି। ସହିଦ ପୋଲିସମାନେ ହେଲେ ଏସ୍ଆଇ ଯୁଗଳ କିଶୋର ବର୍ମା ଏବଂ କନଷ୍ଟେବଳ କୁଶ ସାହୁ।

Previous ArticleNext Article

Send this to a friend