ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣକୁ ସମ୍ବଲପୁରରେ ବିରୋଧ: ଆସନ୍ତାକାଲି ବିକ୍ଷୋଭ

ସମ୍ବଲପୁର: ଉଚ୍ଚ ଶିକ୍ଷାରେ ଏସସି ଓ ଏସଟିଙ୍କ ପାଇଁ ସଂରକ୍ଷଣକୁ ବୃଦ୍ଧି କରାଯିବା ପ୍ରତିବାଦରେ ଆସନ୍ତାକାଲି ଆଂଦୋଳନ କରିବେ ବୁର୍ଲା ମେଡିକାଲ କଲେଜ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର କଲେଜର ଛାତ୍ରଛାତ୍ରୀମାନେ। ରାଜ୍ୟ ସରକାରଙ୍କର ଏହି ନୂଆ ସଂରକ୍ଷଣ ବ୍ୟବସ୍ଥାକୁ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ତୀବ୍ର ସମାଲୋଚନା କରିଛନ୍ତି। ବୁର୍ଲା ମେଡିକାଲ କଲେଜର ଛାତ୍ର ସଂସଦ ସଭାପତି ବିଜୟ କୃଷ୍ଣ ମିଶ୍ର କହିଛନ୍ତି ଯେ ଏଭଳି ହେଲେ ସାଧାରଣ ବର୍ଗର ମେଧାବୀ ପିଲାମାନେ ଡାକ୍ତରୀ […]

burla

burla

Rakesh Mallick
  • Published: Tuesday, 05 May 2015
  • Updated: 05 May 2015, 11:51 AM IST

Sports

Latest News

ସମ୍ବଲପୁର: ଉଚ୍ଚ ଶିକ୍ଷାରେ ଏସସି ଓ ଏସଟିଙ୍କ ପାଇଁ ସଂରକ୍ଷଣକୁ ବୃଦ୍ଧି କରାଯିବା ପ୍ରତିବାଦରେ ଆସନ୍ତାକାଲି ଆଂଦୋଳନ କରିବେ ବୁର୍ଲା ମେଡିକାଲ କଲେଜ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର କଲେଜର ଛାତ୍ରଛାତ୍ରୀମାନେ। ରାଜ୍ୟ ସରକାରଙ୍କର ଏହି ନୂଆ ସଂରକ୍ଷଣ ବ୍ୟବସ୍ଥାକୁ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ତୀବ୍ର ସମାଲୋଚନା କରିଛନ୍ତି। ବୁର୍ଲା ମେଡିକାଲ କଲେଜର ଛାତ୍ର ସଂସଦ ସଭାପତି ବିଜୟ କୃଷ୍ଣ ମିଶ୍ର କହିଛନ୍ତି ଯେ ଏଭଳି ହେଲେ ସାଧାରଣ ବର୍ଗର ମେଧାବୀ ପିଲାମାନେ ଡାକ୍ତରୀ ପଢ଼ିବାରୁ ବଞ୍ଚିତ ହେବେ। ଅନ୍ୟ ପକ୍ଷରେ କମ୍ ମାର୍କ ରଖି ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଡାକ୍ତରୀ ପଢ଼ିଲେ ଶିକ୍ଷାର ଗୁଣାତ୍ମକମାନ ହ୍ରାସ ପାଇବ। ତେଣୁ ସରକାରଙ୍କର ଏଭଳି ନିଷ୍ପତ୍ତି ପ୍ରତିବାଦରେ ଆସନ୍ତାକାଲି ବିକ୍ଷୋଭ ଶୋଭାଯାତ୍ରା କରାଯିବ।

ଏପରିକି ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ଏକ ଜନସ୍ୱାର୍ଥ୍ୟ ମାମଲା ରୁଜୁ କରିବାକୁ ବି ଛାତ୍ରଛାତ୍ରୀମାନେ ଚିନ୍ତା କରୁଥିବା ଜଣାପଡ଼ିଛି।

ରାଜ୍ୟ ସରକାର ଗତ ବୁଧବାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହୁଥିବା ସିଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ୮% ସିଟ୍ ସଂରକ୍ଷିତ ରହୁଥିବା ବେଳେ ଏବେ ଏହାକୁ ସରକାର ୧୬.୨୫%କୁ ବଢ଼ାଇ ଦେଇଛନ୍ତି । ସେହିପରି ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ୧୨% ସିଟ୍ ସଂରକ୍ଷିତ ରହୁଥିବା ବେଳେ ବର୍ତ୍ତମାନ ସରକାର ଏହାକୁ ୨୨.୫%କୁ ବଢ଼ାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story