ଉଲିବୁରୁ ଖଣି ମହାଦୁର୍ନୀତି: କେନ୍ଦୁଝର ସ୍ପେଶାଲ୍ କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା ଓ ମାନସ ମହାନ୍ତି

କେନ୍ଦୁଝର: କେନ୍ଦୁଝର ସ୍ପେଶାଲ୍ କୋର୍ଟରେ ଗୁରୁବାର ହାଜର ହୋଇଥିଲେ ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଓ ନିଲମ୍ୱିତ ଯୋଡ଼ା ଖଣି ଉପ-ନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତି। ଭିଜିଲାନ୍ସ ପକ୍ଷରୁ ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଗତ ୨୭ ତାରିଖରେ ଭୁବନେଶ୍ୱରର ୟୁନିଟ୍ ସିକ୍ସ ଅଞ୍ଚଳରୁ ମାନସଙ୍କୁ ଗିରଫ କରାଯାଇଥିଲା। ଏହାପରେ ଜାମିନ୍ ନାମଞ୍ଜୁର ହେବା ପରେ ମାନସଙ୍କୁ ବିଚାର ବିଭାଗୀୟ ହାଜତ୍କୁ ପଠାଇ ଦିଆଯାଇଥିଲା। ଆଜି ମାନସଙ୍କ ବିଚାର ବିଭାଗୀୟ […]

puri

puri

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 07:53 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ସ୍ପେଶାଲ୍ କୋର୍ଟରେ ଗୁରୁବାର ହାଜର ହୋଇଥିଲେ ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଓ ନିଲମ୍ୱିତ ଯୋଡ଼ା ଖଣି ଉପ-ନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତି। ଭିଜିଲାନ୍ସ ପକ୍ଷରୁ ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଗତ ୨୭ ତାରିଖରେ ଭୁବନେଶ୍ୱରର ୟୁନିଟ୍ ସିକ୍ସ ଅଞ୍ଚଳରୁ ମାନସଙ୍କୁ ଗିରଫ କରାଯାଇଥିଲା। ଏହାପରେ ଜାମିନ୍ ନାମଞ୍ଜୁର ହେବା ପରେ ମାନସଙ୍କୁ ବିଚାର ବିଭାଗୀୟ ହାଜତ୍କୁ ପଠାଇ ଦିଆଯାଇଥିଲା। ଆଜି ମାନସଙ୍କ ବିଚାର ବିଭାଗୀୟ ହାଜତ ମିଆଦି ପୁରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅପରପକ୍ଷେ କେନ୍ଦୁଝର ଜେଲରେ ବିଚାରାଧୀନ ବନ୍ଦୀ ଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କର ଆଜି ନିୟମିତ ହାଜିରା ଥିବାରୁ ତାଙ୍କୁ କୋର୍ଟକୁ ଅଣାଯାଇଥିଲା।

୧୮ ଶହ କୋଟିର ଏହି ମହାଲୁଟ୍ ସଂପର୍କରେ ୨୦୧୩ ଜୁନ୍ ୨୫ ତାରିଖରେ ‘ଓଟିଭି’ରେ ପ୍ରଥମେ ଖବର ପ୍ରସାରଣ କରିଥିଲା। ଏହାର ଦୁଇଦିନ ପରେ ତଦନ୍ତ ଆରମ୍ଭ ହୋଇଥିଲା। ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ସମେତ ୨୯ଜଣଙ୍କ ନାଁରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ୨୦୧୩ ମସିହା ଜୁଲାଇ ମାସ ୧୩ ତାରିଖରେ ମାନସଙ୍କୁ ନିଲମ୍ୱନ କରାଯାଇଥିଲା। ପରେ ଉଲିବୁରୁ ମାମଲାରେ ଗତ ମେ ୧୫ ତାରିଖରେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ  ୩୮୦ କୋଟି ଟଙ୍କ।ର ସମ୍ପତ୍ତି ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story