ହମ ଦିଲ୍‌ ଦେ ଚୁକେ ସନମ: ଛାତିରେ ପଥର ରଖି ସ୍ତ୍ରୀକୁ ଟେକିଦେଲେ ପ୍ରେମିକ ହାତରେ…
ବାହାଘରକୁ ପୁରିଥିଲା ମାତ୍ର ୪ ଦିନ । ଆଖିରେ ଭରା ଭରା ସୁନେଲୀ ସ୍ୱପ୍ନ। ମନରେ ଅନେକ ଅକୁହା କଥା।  ହେଲେ ସେ କଥା ବଖାଣିବା ଆଗରୁ ବଦଳିଗଲା ସଂପର୍କର ସଜ୍ଞା।  ବଦଳିଗଲା ସଂପୂର୍ଣ୍ଣ ଚିତ୍ର । ସ୍ୱାମୀ ନିଜ କଥା ଭୁଲି ସ୍ତ୍ରୀକୁ ଦ୍ୱିତୀୟ ଥର ପାଇଁ ବିବାହ କରାଇଛନ୍ତି ପ୍ରେମିକ ସହ।  ସିନେମା ଭଳି ଲାଗୁଥିବା ଏକଥା କିନ୍ତୁ ବାସ୍ତବରେ ଘଟିଛି ପାମରା ଗାଁରେ।  ଗାଁର ବାସୁଦେବ ଝାରସୁଗୁଡା ଦେବାଡିହୀର କୌଶଲ୍ୟାଙ୍କୁ ବିବାହ କରିଥିଲେ।  ହେଲେ ବାହାଘରର ଚାରିଦିନ ପରେ ସ୍ତ୍ରୀର ପ୍ରେମ ସଂପର୍କରେ ଜାଣିଲେ।  ବାସ ତା’ପରେ ନିଜ ଛାତିରେ ପଥର ରଖି ସ୍ତ୍ରୀକୁ ଟେକିଦେଲେ ପ୍ରେମିକ ହାତରେ। ଏହି ଘଟଣା ସାରା ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣା ଅନୁଯାଇ ମାର୍ଚ୍ଚ ୪ରେ ବାସୁଦେବ କୌଶଲ୍ୟାଙ୍କୁ ବିବାହ କରିଥିଲେ।  ବିବାହର ୪ ଦିନ ପରେ ଝାରସୁଗୁଡାର ତିନି ଜଣ ଯୁବକ ଆସି କୌଶଲ୍ୟାଙ୍କ ସଂପର୍କୀୟ ଭାଇ ବୋଲି ଦର୍ଶାଇ ସେଠି ରହିଥିଲେ।  ଏଥିରେ ବାସୁଦେବଙ୍କ ସନ୍ଦେହ  ହେବାରୁ ପରିବାର ଲୋକଙ୍କୁ ଜଣାଇଥିଲେ।  ପରିବାର ଲୋକେ ଯୁବକଙ୍କୁ ନିର୍ଧୁମ ପିଟିବା ପରେ ସତ ପଦାକୁ ଆସିଥିଲା।   ନବବିବାହିତ ସ୍ତ୍ରୀ ଯୁବକ ଜଣକୁ ଭଲପାଏ ବୋଲି କହିଥିଲେ।  ହେଲେ ସେପଟେ କୌଶଲ୍ୟା ଏ ସଂପର୍କରେ ପୂର୍ବରୁ କହି ନଥିଲେ। ଏହି ଘଟଣାରେ ତାଙ୍କୁ ଗାଁ ଆଉ ସମାଜରୁ ବାସନ୍ଦ କରାଯାଇଥିବା କହିଛନ୍ତି କୌଶଲ୍ୟାଙ୍କ ଭାଇ।
Ordigital Desk
  • Published: Thursday, 15 March 2018
  • Updated: 15 March 2018, 11:41 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos