ବସ୍‌ ଭାରସାମ୍ୟ ହରାଇ ପିଟି ହେଲା...

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ବସ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଫରୁଥିବା ବେଳେ ମୁଖ୍ୟ ଗେଟ ସମ୍ମୁଖ ମୋନାର୍କ ଛକ ନିକଟରେ ଭାରସ୍ୟାମ ହରାଇ ଗଛରେ ପିଛି ହୋଇ ଅଟୋକୁ ଧକ୍କା ଦେଇ ବିପରୀତ ଦିଗରୁ ଆସୁଥିବା ଜଣେ ସାଇକେଲ ଆରୋହୀ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। […]

university bus accident

university bus accident

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 10:31 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ବସ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ବସ୍‌ଟି ଫରୁଥିବା ବେଳେ ମୁଖ୍ୟ ଗେଟ ସମ୍ମୁଖ ମୋନାର୍କ ଛକ ନିକଟରେ ଭାରସ୍ୟାମ ହରାଇ ଗଛରେ ପିଛି ହୋଇ ଅଟୋକୁ ଧକ୍କା ଦେଇ ବିପରୀତ ଦିଗରୁ ଆସୁଥିବା ଜଣେ ସାଇକେଲ ଆରୋହୀ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story