ଉପରାଷ୍ଟ୍ରପତି ନିର୍ବାଚନରେ ଭାଗନେଲେ ସାଂସଦ ରାମଚନ୍ଦ୍ର ହାଁସଦା: କହିଲେ- ଗାନ୍ଧିବାଦକୁ ବଞ୍ଚାଇ ରଖିବାକୁ ଭୋଟ୍‌ ଦେଲି

ଭୁବନେଶ୍ୱର/ଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀରେ ପହଞ୍ଚି ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା। ମୟୂରଭଞ୍ଜ ଲୋକସଭା ସଦସ୍ୟ ହାଁସଦା ଆଜି ଅପରାହ୍ନରେ ସଂସଦ ଭବନରେ ପହଞ୍ଚି ମତଦାନ ସାବ୍ୟସ୍ତ କରିଛନ୍ତି। ପରେ ହାଁସଦା କହିଛନ୍ତି ଗାନ୍ଧିବାଦକୁ ବଞ୍ଚାଇ ରଖିବା ପାଇଁ ଭୋଟ୍‌ ଦେଲି। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଥିବା ହାଁସଦା ଉପରାଷ୍ଟ୍ରପତି ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ। […]

rama

rama

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 08:51 PM IST

ଭୁବନେଶ୍ୱର/ଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀରେ ପହଞ୍ଚି ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା। ମୟୂରଭଞ୍ଜ ଲୋକସଭା ସଦସ୍ୟ ହାଁସଦା ଆଜି ଅପରାହ୍ନରେ ସଂସଦ ଭବନରେ ପହଞ୍ଚି ମତଦାନ ସାବ୍ୟସ୍ତ କରିଛନ୍ତି। ପରେ ହାଁସଦା କହିଛନ୍ତି ଗାନ୍ଧିବାଦକୁ ବଞ୍ଚାଇ ରଖିବା ପାଇଁ ଭୋଟ୍‌ ଦେଲି।

ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଥିବା ହାଁସଦା ଉପରାଷ୍ଟ୍ରପତି ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ। ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟଙ୍କ ପକ୍ଷରୁ ଏଥିପାଇଁ ୨ ଦିନିଆ ଅନୁମତି ମିଳିବା ପରେ ଆଜି ସକାଳେ ସେ ବିମାନଯୋଗେ ଦିଲ୍ଲୀ ଯାଇଥିଲେ। ୫ ଓ ୬ ତାରିଖ ଦୁଇ ଦିନ ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ମିଳିଥିଲା। ଆସନ୍ତା ୭ ତାରିଖରେ ରାମଚନ୍ଦ୍ର ହାଁସଦା ପୁଣି କୋର୍ଟରେ ହାଜର ହେବା ପରେ ଝାରପଡ଼ା ଜେଲ୍‌କୁ ଫେରିଯିବେ।

ଭୋଟ ଦେବା ପରେ ଶ୍ରୀ ହାସଦା କହିଛନ୍ତି-“ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇନପାରିବାରୁ ଦୁଃଖିତ। ମୟୂରଭଞ୍ଜବାସୀଙ୍କ ଦାବି ସଂସଦରେ ଉଠାଇ ନପାରି ଦୁଃଖିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story