ଲାଞ୍ଚ ନେଇ ବ୍ଲକ୍‌ ଶିକ୍ଷା ଅଧିକାରୀ ଗିରଫ

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଲା ବେଳେ ଗିରଫ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌  ଶିକ୍ଷା ଅଧିକାରୀ ଅନନ୍ତ କୁମାର ବେହେରା। ଜଣେ ଶିକ୍ଷକଙ୍କ ଇପିଏଫ୍‌ ଟଙ୍କା ରିଲିଜ୍‌ କରିବା ପାଇଁ  ସେ ଲାଞ୍ଚ ନେଉଥିଲେ। ସୂଚନା ଅନୁସାରେ,କୁରୁଣ୍ଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ  ବୈଲୋଚନ ଦାସଙ୍କ ଠାରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ  କେନ୍ଦ୍ରାପଡ଼ା ଭିଜିଲାନ୍ସ  ଟିମ୍‌ ତାଙ୍କୁ ଗିରଫ କରିଥିଲା।

asrrest

asrrest

Rakesh Mallick
  • Published: Friday, 01 June 2018
  • Updated: 01 June 2018, 12:27 PM IST

Sports

Latest News

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଲା ବେଳେ ଗିରଫ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌  ଶିକ୍ଷା ଅଧିକାରୀ ଅନନ୍ତ କୁମାର ବେହେରା। ଜଣେ ଶିକ୍ଷକଙ୍କ ଇପିଏଫ୍‌ ଟଙ୍କା ରିଲିଜ୍‌ କରିବା ପାଇଁ  ସେ ଲାଞ୍ଚ ନେଉଥିଲେ।

ସୂଚନା ଅନୁସାରେ,କୁରୁଣ୍ଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ  ବୈଲୋଚନ ଦାସଙ୍କ ଠାରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ  କେନ୍ଦ୍ରାପଡ଼ା ଭିଜିଲାନ୍ସ  ଟିମ୍‌ ତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos