ଭିଜିଲାନ୍ସ ଜାଲରେ ଜୟପୁର ପୌର ପରିଷଦ

jeypore

ଜୟପୁର: ଗତ ୧୦ବର୍ଷ ମଧ୍ୟରେ ଜୟପୁର ପୌର ପରିଷଦର ପରିମଳ ବ୍ୟବସ୍ଥାରେ ବ୍ୟବହୃତ ସାମଗ୍ରୀ କିଣାରେ ଫଲ୍ସ ବିଲ୍, ସହରରେ ଥିବା ସରକାରୀ ଜମିକୁ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ, ଷ୍ଟଲ, କଲ୍ୟାଣମଣ୍ଡପ ଓ ପାର୍କ ବାବଦରୁ ଆଦାୟ ଟଙ୍କ। ପୌର ପରିଷଦରେ ପୈଠ ନକରି କିଛି ବ୍ୟକ୍ତି ହରିଲୁଟ୍ କରୁଥିବା ଅଭିଯୋଗର ତଦନ୍ତ ହେଉଛି। ଭିଜିଲାନ୍ସ ଏସପିଙ୍କ ସୂଚନା ଅନୁଯାୟୀ ପାଖାପାଖି ୭୦ଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଏବେ ବିଭାଗ ହାତରେ ଲାଗିଛି।

Previous ArticleNext Article

Send this to a friend