ଭିଜିଲାନ୍ସ ଜାଲରେ କୋଇଡା ବନରକ୍ଷୀ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜର ବନରକ୍ଷୀ ମନରଂଜନ ମହାନ୍ତି ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ମନରଂଜନଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢଉ ଚାଲିଛି। ପୂର୍ବରୁ ମନରଂଜନ ସୋଲ ରେଂଜରେ କାମ କରୁଥିଲେ।

Previous ArticleNext Article

Send this to a friend