ଭିଜିଲାନ୍ସ ଜାଲରେ ଆରଟିଓ

<p>ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆରଟିଓ ବସନ୍ତ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଘର ଓ ଅଫିସ୍&zwnj;କୁ ମିଶାଇ ୫ଟି ଜାଗାରେ&nbsp; ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ସ୍ଥିତ ଅଫିସ୍&zwnj;, କଟକ ରାଣୀହାଟ ବାସଭବନ, ମେଡିକାଲ କଲୋନୀରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା କ୍ୱାର୍ଟର୍ସ, ଭୁବନେଶ୍ୱର ଖଣ୍ଡଗିରି ଆପାର୍ଟମେଣ୍ଟ ଓ ଯାଜପୁର ବିଞ୍ଝାରପୁର ଥିବା ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।</p>

Ordigital Desk
  • Published: Thursday, 05 July 2018
  • Updated: 05 July 2018, 11:32 AM IST

Sports

Latest News

<p>ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆରଟିଓ ବସନ୍ତ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଘର ଓ ଅଫିସ୍&zwnj;କୁ ମିଶାଇ ୫ଟି ଜାଗାରେ&nbsp; ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ସ୍ଥିତ ଅଫିସ୍&zwnj;, କଟକ ରାଣୀହାଟ ବାସଭବନ, ମେଡିକାଲ କଲୋନୀରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା କ୍ୱାର୍ଟର୍ସ, ଭୁବନେଶ୍ୱର ଖଣ୍ଡଗିରି ଆପାର୍ଟମେଣ୍ଟ ଓ ଯାଜପୁର ବିଞ୍ଝାରପୁର ଥିବା ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos