ଭିଜିଲାନ୍ସ ଜାଲରେ ଆରଟିଓ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଆରଟିଓ ବସନ୍ତ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଘର ଓ ଅଫିସ୍‌କୁ ମିଶାଇ ୫ଟି ଜାଗାରେ  ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ସ୍ଥିତ ଅଫିସ୍‌, କଟକ ରାଣୀହାଟ ବାସଭବନ, ମେଡିକାଲ କଲୋନୀରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା କ୍ୱାର୍ଟର୍ସ, ଭୁବନେଶ୍ୱର ଖଣ୍ଡଗିରି ଆପାର୍ଟମେଣ୍ଟ ଓ ଯାଜପୁର ବିଞ୍ଝାରପୁର ଥିବା ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି।

Previous ArticleNext Article

Leave a Reply

Send this to a friend