ସଚିନଙ୍କୁ ନେଇ କାମ୍ବଲିଙ୍କ ବଡ଼ ବୟାନ: ତେନ୍ଦୁଲକରଙ୍କ ପାଇଁ ପୁଣି ପଡ଼ିଆକୁ ଓହ୍ଲାଇବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି ତାଙ୍କ ପିଲାଦିନର ବନ୍ଧୁ ସଚିନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପିଲାଦିନର ସାଙ୍ଗ ସଚିନଙ୍କ କହିବା ପରେ ହିଁ ସେ କୋଚ୍‌ ହେବାର ନିଷ୍ପତ୍ତି ନେଇଛନ୍ତି ବୋଲି କାମ୍ବଲି କହିଛନ୍ତି। ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି କାମ୍ବଲି ଏବେ ମୁମ୍ବାଇରେ ଏକ କ୍ରିକେଟ୍‌ ଏକାଡେମୀରେ କୋଚିଂ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାମ୍ବଲି କହିଛନ୍ତି କ୍ରିକେଟ୍ ମୈଇଦାନରେ ସେ ଏବେ ଖେଳାଳି ନୁହେଁ ଜଣେ […]

0091bc04-8516-41aa-84e6-86dbac77e93a (1)

Ordigital Desk
  • Published: Wednesday, 03 January 2018
  • Updated: 03 January 2018, 12:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି ତାଙ୍କ ପିଲାଦିନର ବନ୍ଧୁ ସଚିନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପିଲାଦିନର ସାଙ୍ଗ ସଚିନଙ୍କ କହିବା ପରେ ହିଁ ସେ କୋଚ୍‌ ହେବାର ନିଷ୍ପତ୍ତି ନେଇଛନ୍ତି ବୋଲି କାମ୍ବଲି କହିଛନ୍ତି। ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି କାମ୍ବଲି ଏବେ ମୁମ୍ବାଇରେ ଏକ କ୍ରିକେଟ୍‌ ଏକାଡେମୀରେ କୋଚିଂ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

କାମ୍ବଲି କହିଛନ୍ତି କ୍ରିକେଟ୍ ମୈଇଦାନରେ ସେ ଏବେ ଖେଳାଳି ନୁହେଁ ଜଣେ କୋଚ ଭାବେ ଦେଖିବାକୁ ମିଳିବେ। ଏହାର ସମ୍ପୂର୍ଣ୍ଣ ଶ୍ରେୟ ସଚିନ ତେନ୍ଦୁଲକରଙ୍କୁ ଯାଉଛି। କ୍ରିକେଟରୁ ଅବସର ନେବା ପରେ କମେଣ୍ଟ୍ରି ଏବଂ ଟିଭି କାର୍ଯ୍ୟକ୍ରମ ମଧ୍ୟମରେ କ୍ରିକେଟ୍‌ ସହ ଜଡିତ ରହିବାକୁ ଚିନ୍ତା କରିଥିଲି। ଯେହେତୁ କ୍ରିକେଟ୍ ପ୍ରତି ମୋର ଭଲପାଇବା ଅଧିକ ରହିଛି ସେଥିପାଇଁ ପୁଣିଥରେ କ୍ରିକେଟ୍‌ ପଡ଼ିଆକୁ କୋଚ୍‌ ଭାବେ ଫେରିଛି।

ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଲଗାତର ୨ଟି ଟେଷ୍ଟରୁ ୨ଟି ଦ୍ୱିଶତକ ପାଳି ଖେଳି ରେକର୍ଡ କରିଥିଲେ। ପୂର୍ବରୁ ବିଭିନ୍ନ କାରଣ ପାଇଁ କାମ୍ବଲି ସଚିନଙ୍କୁ ଦୋଷ ଦେଇଥିଲେ। ସଚିନ କେବେ ତାଙ୍କୁ ସାହାଯ୍ୟ କରି ନଥିବା କାମ୍ବଲି କହିଥିଲେ। ଏହାପରେ ଦୀର୍ଘଦିନ ଧରି ସଚିନ ତାଙ୍କ ପିଲାଦିନର ବନ୍ଧୁ କାମ୍ବଲିଙ୍କ ଠାରୁ ଦୂରେଇ ଯାଇଥିଲେ।

https://youtu.be/b4bvQP15Ir8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story